Browsing Tag

seal

ସିଲ୍‌ ହେଲା ୟୁନିଟ୍‌-୪ ମାଛ ମାର୍କେଟ

ଭୁବନେଶ୍ୱର (କେନ୍ୟୁଜ): ସିଲ୍‌ ହେଲା ୟୁନିଟ୍‌-୪ ମାଛ ମାର୍କେଟ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲଂଘନ ଅଭିଯୋଗରେ ମାଛ ମାର୍କେଟକୁ ଅନିର୍ଧିଷ୍ଟ କାଳ ପାଇଁ ସିଲ୍‌ କରିଛି ବିଏମ୍‌ସି। ସଟଡାଉନ୍‌ରେ ମାଛ ମାର୍କଟରେ ପ୍ରବଳ ଭିଡ ଜମିଥିଲା। ଦୋକାନ ଓ ଗୋଦାମ ଖୋଲି ବେଧଡକ୍‌ ବିକ୍ରି ଚାଲିଥିଲା।…

ଭୁବନେଶ୍ୱର ଆଇଡି ମାର୍କେଟରେ ଥିବା ବିଶାଲ ମେଗା ମାର୍ଟ ଓ ନୟାପଲ୍ଲୀସ୍ଥିତ ବିଗ୍ ବଜାର ସିଲ୍‌

ଭୁବନେଶ୍ବର(କେନ୍ଯୁଜ୍): ବିଶାଲ ମେଗା ମାର୍ଟ ସିଲ୍‌। ଭୁବନେଶ୍ୱର ଆଇଡି ମାର୍କେଟରେ ଥିବା ବିଶାଲ ମେଗା ମାର୍ଟ ସିଲ୍‌ କରାଯାଇଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ BMCର ଏନ୍‌ଫୋର୍ସମେଣ୍ଟ ସ୍କ୍ଵାଡ ପକ୍ଷରୁ ମଲ୍‌କୁ ସିଲ୍‌ କରାଯାଇଛି। ଏହା ସହ ୫ ହଜାର ଟଙ୍କା ଫାଇନ୍‌ କରାଯାଇଛି। ସେହିପରି…

କୋଭିଡ ନିୟମ ଉଲ୍ଲଂଘନ ପଡିଲା ମହଙ୍ଗା: ବାଲେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଠାରୁ ଆଦାୟ ହେଲା ୨୦ ହଜାର ଟଙ୍କା…

ବାଲେଶ୍ୱର(କେ ନ୍ୟୁଜ): ବାଲେଶ୍ୱର ଜିଲ୍ଲାର ଏକ ଘରୋଇ ଇଞ୍ଜିନିୟରିଂକୁ ମୋଟା ଅଙ୍କର ଫାଇନ ଗଣିବାକୁ ପଡିଛି । କୋଭିଡ ନିୟମ ଉଲ୍ଲଂଘନ ଯୋଗୁ କଲେଜ ଠାରୁ ଫାଇନ ଆଦାୟ କରିଛି ପ୍ରଶାସନ । ନିୟମ ଉଲ୍ଲଂଘନ କରି କଲେଜରେ ପ୍ରାକ୍ଟିକାଲ କ୍ଲାସ ଚାଲିଥିବାବେଳେ ରେମୁଣା ତହସିଲଦାରଙ୍କ ସହ ଏକ ଟିମ୍‌…

କଟକ ନୟାସଡ଼କରେ ଥିବା ଜଗଦୀଶ ଟେକ୍ସଟାଇଲରେ ଚଢଉ : ଦୋକାନ ସିଲ କଲା ସିଏମ୍‌ସି, ୩୦ହଜାର ଟଙ୍କା ଫାଇନ୍

କଟକ: ଲକ୍‌ଡାଉନରେ ଚାଲିଥିଲା ବେପାର। ଖବର ପାଇ ଚଢଉ କରି ଦୋକାନ ସିଲ କଲା ସିଏମ୍‌ସି। କଟକ ନୟାସଡ଼କରେ ଜଗଦୀଶ ଟେକ୍ସଟାଇଲରେ ଚାଲିଥିଲା ବେପାର। ସିଏମସି ଏନଫୋର୍ସମେଣ୍ଟ ଟିମ୍‌ ଚଢଉ କରିଛି ଦୋକାନକୁ ସିଲ୍‌ କରିଛି। ଏହା ସହ ଦୋକାନ ଉପରେ ୩୦ହଜାର ଟଙ୍କାର ଜରିମାନା ହୋଇଛି। ଚଢଉ ହେବା ପରେ…

କୋଭିଡ ଗାଇଡଲାଇନର ଉଲ୍ଲଂଘନ ପଡିଲା ମହଙ୍ଗା: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ଘରୋଇ ଶିକ୍ଷାନୁଷ୍ଠାନକୁ ସିଲ୍ କଲା…

ଭୁବନେଶ୍ୱର: ରାଜଧାନୀ ନୟାପଲ୍ଲୀ ଅଞ୍ଚଳରେ ଥିବା ଅଦ୍ବିତ୍ବ ଏକାଡେମୀ ଏବଂ କାଲିଙ୍ଗା ଏକାଡେମୀକୁ ସିଲ୍ କଲା ବିଏମସି। କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଆଜି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସିଲ୍ କରାଯାଇଛି। ବିଏମସି ଟିମ୍ ଉଭୟ ଅନୁଷ୍ଠାନରେ ହଠାତ୍ ଚଢାଉ କରିଥିଲେ।…

ସୁବର୍ଣ୍ଣପୁର: କୋଭିଡ୍‌ ନିୟମ ଉଲ୍ଲଘଂନ କରି ସିଲ୍‌ ହେଲା ୩ଟି ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଗୋଟିଏ ପେଟ୍ରୋଲ ପମ୍ପ୍‌

ସୁବର୍ଣ୍ଣପୁର: କୋଭିଡ୍‌ ନିୟମ ଉଲ୍ଲଘଂନ କରି ସିଲ୍‌ ହେଲା ପେଟ୍ରୋଲ ପମ୍ପ୍‌। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଘଂନକାରୀଙ୍କୁ କଡ଼ାକଡି ଭାବେ ପାଳନ କରାଯାଇ ଫାଇନ୍‌ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ତିନୋଟି ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଗୋଟିଏ ପେଟ୍ରୋଲ ପମ୍ପ୍‌କୁ କୋଭିଡ୍‌…

ରାଜଧାନୀର କପିଳପ୍ରସାଦରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ ହେଲା ସମଗ୍ର ଅଞ୍ଚଳ

କେନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱରର ୬୭ ନମ୍ବର ୱାର୍ଡର କପିଳପ୍ରସାଦରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ତତ୍ପରତା । ସୁନ୍ଦରପଦାର ପ୍ରବେଶ ଓ ପ୍ରସ୍ଥାନ ପଥକୁ କରାଯାଇଛି ସିଲ୍‌ ଓ ୱାର୍ଡ଼ ନମ୍ୱର ୬୪ ଯଦୁପୁର ଅଞ୍ଚଳକୁ ମଧ୍ୟ ସିଲ୍‌ କରାଯାଇଛି। ସଂକ୍ରମଣ ରୋକିବା ପାଇଁ ଏପରି…