Browsing Tag

sealed

ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସିଲ୍, ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନା ସଂକ୍ରମିତ ଚିହ୍ନଟ

ବୁର୍ଲା : ସିଲ୍‌ ହେଲା ବୁର୍ଲା ଭିସୁଟ୍‌। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟକୁ ସିଲ୍‌ କରାଯାଇଛି। ଭିସୁଟର ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନା ସଂକ୍ରମିତ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି। ଅଧ୍ୟାପିକାଙ୍କ ସ୍ୱାମୀଙ୍କର ବୁର୍ଲାରେ କୋଭିଡ୍‌ ପରୀକ୍ଷା ପରେ ପଜିଟିଭ୍‌…

ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିିତ ନୀତି ଆୟୋଗ ଅଫିସ୍‌ ସିଲ୍‌, ଜଣେ ଅଫିସର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ…

ନୂଆଦିଲ୍ଲୀ: ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିିତ ନୀତି ଆୟୋଗ ଅଫିସ୍‌ ସିଲ୍‌ । ନୀତି ଆୟୋଗର ଜଣେ ଅଫିସର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଅଫିସ୍‌କୁ ସିଲ୍‌ କରାଯାଇଛି । ଆବଶ୍ୟକ ପ୍ରୋଟୋକଲ୍‌ ଅନୁସରଣ କରାଯିବ । ଏହା ସହ ଦୁଇ ଦିନ ଭିତରେ ଅଫିସ୍‌କୁ ବିଶୋଧନୀକରଣ କରାଯିବ ।