ଋତୁକାଳୀନ ରୋଗରେ ପରିବର୍ତ୍ତିତ ହୋଇପାରେ କରୋନା ଭାଇରସ, ଚେତାବନୀ ଦେଲେ ଏକ୍ସପର୍ଟ
ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ ଧୀରେ ଧୀରେ ସବୁ ଦେଶକୁ ନିଜ କବ୍ଜାକୁ ନେଇସାରିଲାଣି। ଏବେ ସାରା ବିଶ୍ୱ ଏହି ମାରାତ୍ମକ ଭାଇରସ କବଳରୁ ମୁକୁଳିବାକୁ ଚେଷ୍ଟା ଚଳାଇଛି। ଇତି ମଧ୍ୟରେ ଆମେରିକାର ଜଣେ ବରିଷ୍ଠ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ କରୋନା ଭାଇରସ ଧୀରେ…