କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ବର୍ତ୍ତମାନ କାର ପଛ ସିଟରେ ବସିଥିବା ଲୋକଙ୍କୁ ମଧ୍ୟ ପିନ୍ଧିବାକୁ ପଡିବ ସିଟ୍…
ସଡ଼କ ସୁରକ୍ଷାକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଖବର ଆସୁଛି। ବର୍ତ୍ତମାନ ମଧ୍ୟ ଏହି ବାବଦରେ ଏକ ବଡ଼ ଖବର ଆସିଛି, ଯାହା ମୁତାବକ କାରରେ ବସିଥିବା ସମସ୍ତ ଲୋକଙ୍କୁ ସିଟ୍ ବେଲ୍ଟ ପିନ୍ଧିବାକୁ ପଡିବ। ତେବେ ଦୁର୍ଘଟଣାରେ ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ…