ଇଏ ମହାପ୍ରଭୁଙ୍କ ଲୀଳା ନା ପ୍ରଶାସନର ତ୍ରୁଟି ? ନାଗାର୍ଜୁନ ବେଶ ଶେଷ ପରେ ବି ହବିଷ୍ୟାନ୍ନ ଉଦ୍ଯାପନ କରି ପାରୁ…
ପୁରୀ(କେନ୍ୟୁଜ୍): ଦୀର୍ଘ ୨୫ ବର୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ବୀର ନାଗାର୍ଜୁନ ବେଶ ଅତ୍ୟନ୍ତ ସୁରୁଖୁରୁରେ ଶେଷ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ବି କଷ୍ଟରେ ଜୀବନ ବିତାଉଛନ୍ତି ବେଶ ଯୋଗାଇଥିବା ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ପରିବାର । ବିଜୟାଦଶମୀ ଠାରୁ ସଂକଳ୍ପ କରିବା ସହ…