ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଉପରେ ମୋଟା ଅଙ୍କର ଜରିମାନା ଲଗାଇଲା ସେବି, ୪୫ ଦିନ ଭିତରେ ପୈଠ…
ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ ଓ ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ଜିଓ-ଫେସ୍ବୁକ୍ ଚୁକ୍ତି ବିଷୟରେ ସେୟାର ମାର୍କେଟ୍କୁ ସୂଚନା ଦେଇ ନଥିବାରୁ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ପୁଞ୍ଜି ବଜାର ନିୟାମକ ସେବି (SEBI)।
ସିକ୍ୟୁରିଟି ଓ ଏକ୍ସଚେଞ୍ଜ୍ ବୋର୍ଡ…