ପୁଣି ଖୁସି ଖବର ଦେଲେ ଅଭିନେତା ମୋହିତ ମାରୱାହ, ପତ୍ନୀ ଅନ୍ତରା ମୋତିୱାଲା ଦେଲେ ଶିଶୁପୁତ୍ର ଜନ୍ମ
ବଲିଉଡ୍ ଅଭିନେତା ମୋହିତ ମାରୱାହଙ୍କ ପତ୍ନୀ ଅନ୍ତରା ମୋତିୱାଲା ମାରୱାହ ଆଜି ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ନିଜର ଦ୍ୱିତୀୟ ସନ୍ତାନ ଜନ୍ମ ଦେବା ପରେ ବିଭିନ୍ନ ଆଡ଼ୁ ଅଭିନନ୍ଦନର ବାର୍ତ୍ତା ଛୁଟୁଛି। ଇନଷ୍ଟାଗ୍ରାମ ମାଧ୍ୟମରେ ଦମ୍ପତି ପୁନର୍ବାର ପିତାମାତା ହୋଇଥିବାର ଖୁସି ଖବର…