Browsing Tag

second dose vaccine

ଦ୍ୱିତୀୟ ଡୋଜ୍‌ର କେତେ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ୍‌, ସାମ୍ନାକୁ ଆସିଲା ଏକ୍ସପର୍ଟଙ୍କ ମତ

କରୋନା ଭାଇରସ୍‌ (Coronavirus) ର ଦ୍ୱିତୀୟ ଡୋଜ୍‌ ଓ ବୁଷ୍ଟର ଡୋଜ୍‌ (Booster Dose) ମଧ୍ୟରେ ବ୍ୟବଧାନକୁ ନେଇ ଲୋକମାନେ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି। ଲୋକଙ୍କ ଏହି ଦ୍ୱନ୍ଦ୍ୱକୁ ନଜରରେ ରଖି ଏକ୍ସପର୍ଟମାନେ ଏ ନେଇ ରିସର୍ଚ୍ଚ କରିଥିଲେ। ଏବେ ଏକ୍ସପର୍ଟ ଏ ନେଇ କହିଛନ୍ତି ଯେ କରୋନା ଟିକାର…

କେନ୍ଦୁଝର ଜିଲ୍ଲାରେ ଚିନ୍ତାରେ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ନେବାକୁ ଥିବା ବ୍ୟକ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଚିନ୍ତାରେ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ନେବାକୁ ଥିବା ବ୍ୟକ୍ତି । ଏଥିପାଇଁ ଡାକ୍ତରଖାନାରେ ଲାଗୁଛି ପ୍ରବଳ ଭିଡ । ଲାଗୁଛି ସତେ ଯେପରି କୋଭିଡ ନିୟମ ଫୁ ହୋଇ ଯାଇଛି ଟୀକା କାରଣ କେନ୍ଦ୍ରରେ । କେନ୍ଦୁଝର ଜିଲ୍ଲାରେ ଗତ ମାର୍ଚ୍ଚ ୧ ତାରିଖରେ ଆରମ୍ଭ…

ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେବା ପରେ ବି ଯଦି ହେଉଛନ୍ତି କରୋନା ସଂକ୍ରମିତ, ତେବେ କେତେ ଦିନ ପରେ ନେବେ ଦ୍ଵିତୀୟ ଡୋଜ୍

ଏବେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଟିକା ଆସିଥିଲେ ମଧ୍ୟ ସଂକ୍ରମଣ କିନ୍ତୁ କମିବାର ନାଁ ଧରୁନି। କେବଳ ସଂକ୍ରମଣ ନୁହେଁ ମୃତ୍ୟୁହାର ବି ଆଶାତୀତ ଭାବେ ବୃଦ୍ଧି ପାଇଛି। ଏବେ ଦେଶରେ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେବେ କରୋନା ଟିକାର ପ୍ରଥମ…

ଫେବ୍ରୁଆରୀ ୧୪ରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍‌, ପ୍ରସ୍ତୁତ ହେଉଛି କୋଭିଡ ଯୋଦ୍ଧାଙ୍କର ଡାଟାବେସ୍

ଭୁବନେଶ୍ବର: ଫେବ୍ରୁଆରୀ ୧୪ରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍‌ । ଜାନୁଆରୀ ୧୬ରେ ପ୍ରଥମ ଡୋଜ୍‌ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯିବ । ଫେବ୍ରୁଆରୀ ୧୦ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦେବା ଲାଗି…