ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ଆସାମର ସରକାରୀ କର୍ମଚାରୀ
ବହୁବିବାହକୁ ନେଇ ଆସାମ ସରକାର ନିଜ କର୍ମଚାରୀମାନଙ୍କୁ କଡ଼ା ଚେତାବନୀ ଜାରି କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ଯଦି କୌଣସି କର୍ମଚାରୀଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ଏବେ ବି ଜୀବିତ ଅଛନ୍ତି, ତେବେ ସେ ସରକାରଙ୍କ ବିନା ଅନୁମତିରେ ପୁନଃ ବିବାହ କରିପାରିବେ ନାହିଁ। ଯଦି କେହି…