ସଚିବ ସ୍ତରରେ ଅଦଳବଦଳ, ନିକୁଞ୍ଜ ବିହାରୀ ଧଳ ହେଲେ IDCO ଅଧ୍ୟକ୍ଷ
ଭୁବନେଶ୍ୱର : ସଚିବ ସ୍ତରରେ ଅଦଳବଦଳ । ବରିଷ୍ଠ IAS ଅଫିସର ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଅତିରିକ୍ତ ଦାୟିତ୍ବ । ନିକୁଞ୍ଜ ବିହାରୀ ଧଳ ହେଲେ IDCO ଅଧ୍ୟକ୍ଷ । ସୁରେନ୍ଦ୍ର କୁମାର ସଂସଦୀୟ ବ୍ୟାପାର ବିଭାଗର ଅତିରକ୍ତି ଶାସନ ସଚିବ। ଉଷା ପାଢ଼ୀଙ୍କୁ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ…