ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁ, ‘ଦିଲ୍ଲୀ ପଦଯାତ୍ରା’ ଘୋଷଣା କଲେ କୃଷକ
ଦିଲ୍ଲୀରେ ଆସନ୍ତା ଏକ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ଏହାପୂର୍ବରୁ ପୋଲିସ ଦିଲ୍ଲୀ ସୀମାରେ ୧୪୪ ଧାରା ଲାଗୁ କରିଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସମଗ୍ର ସହରରେ ଲାଗୁ କରିବାକୁ ଘୋଷଣା କରାଯାଇଛି । କୃଷକମାନଙ୍କ 'ଦିଲ୍ଲୀ ମାର୍ଚ୍ଚ' ଘୋଷଣା ପରେ ପୋଲିସ ଏହି ନିଷ୍ପତ୍ତି ନେଇଛି ।…