Browsing Tag

security organisation ceo

କର୍ମଚାରୀଙ୍କୁ ନିର୍ଯାତନା ଓ ମାଡ ଘଟଣାର ଭିଡିଓ ଭାଇରାଲ: ସିକ୍ୟୁରିଟି ଫୋର୍ସର ସିଇଓ ସଲିମ ଖାଁ ଗିରଫ

ବେଙ୍ଗାଲୁରୁ (କେ ନ୍ୟୁଜ) : ନିଜ ରାଜ୍ୟ ଛାଡି ବାହାର ରାଜ୍ୟରେ କର୍ମ ନିଯୁକ୍ତି ନିମନ୍ତେ ଧାଇଁ ଆସନ୍ତି ପ୍ରଭାସୀ ଶ୍ରମିକମାନେ । ବେଙ୍ଗାଲୁରୁରେ ସେମାନେ ସହଜ ଓ ଶୀଘ୍ର କର୍ମନିଯୁକ୍ତି ପାଇଥାନ୍ତି । ହେଲେ ଏଠାରେ ସେମାନେ ବିଭିନ୍ନ ସମୟରେ ନିର୍ଯାତନାର ଶିକାର ହେଉଛନ୍ତି । ଏଭଳି ଏକ ଘଟଣା…