Browsing Tag

seeded pair

ବୋପାନ୍ନା ଓ ରାମକୁମାରଙ୍କ ଯୋଡ଼ିର କମାଲ, ଡୋଗିଡ଼ ଓ ମେଲୋଙ୍କୁ ୭-୬ ଓ ୬-୧ ସେଟରେ ପରାସ୍ତ କଲେ

ରୋହନ ବୋପାନ୍ନା ଓ ରାମକୁମାରଙ୍କ ଯୋଡ଼ିର କମାଲ । ଆଡିଲେଡ୍‌ ଇଣ୍ଟରନ୍ୟାସନାଲ ଟେନିସ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିଲେ ବୋପାନ୍ନା ଓ ରାମକୁମାର ରାମନାଥନଙ୍କ ଯୋଡ଼ି । ଭାରତୀୟ ପୁରୁଷ ଡବଲସ ଦଳ ଡୋଗିଡ଼ ଓ ମେଲୋଙ୍କୁ ୭-୬ ଓ ୬-୧ ସେଟରେ ପରାସ୍ତ କରିଛନ୍ତି । ପ୍ରଥମ ସେଟ୍‌ କଣ୍ଟେଷ୍ଟ…