Browsing Tag

seized

ପାରାଦୀପ ଜାହାଜରୁ ମିଳିଲା ସନ୍ଦେହଜନକ ପ୍ୟାକେଟ: ଯାଞ୍ଚ କରୁଛି ଅବକାରୀ ବିଭାଗ

ପାରାଦୀପ (କେନ୍ୟୁଜ): ପାରାଦୀପ ଜାହାଜରୁ ମିଳିଲା ସନ୍ଦେହଜନକ ପ୍ୟାକେଟ । ଏହାକୁ ଜବତ କରି ଯାଞ୍ଚ କରୁଛି ପୋଲିସ ଏବଂ ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ । ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା MV DEBI ନାମକ ଜାହାଜରୁ ଏହି ଆଠଟି ପ୍ୟାକେଟ୍ ଜବତ ହୋଇଛି । ଏସବୁକୁ କଷ୍ଟମ୍ସ ବିଭାଗକୁ…

ମୁମ୍ବାଇ ଏୟାରପୋର୍ଟରୁ ଜବତ ହେଲା ୬୧ କେଜିର ସୁନା, ମୂଲ୍ୟ ୩୨ କୋଟିରୁ ଉର୍ଦ୍ଧ୍ବ; ୭ ଗିରଫ

ନୂଆଦିଲ୍ଲୀ : ଗୋଟିଏ ଦିନରେ ୬୧ କିଲୋ ସୁନା ଜବତ କଲା ମୁମ୍ବାଇ ଏୟାର ପୋର୍ଟ କଷ୍ଟମସ୍‌ । ଯାହାର ଆନୁମାନିକ ମୂଲ୍ୟ ୩୨ କୋଟିରୁ ଉର୍ଦ୍ଧ୍ୱ ହେବ । ଏଥିରେ ୭ ଜଣଙ୍କୁ ଗିରଫ କବିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଚୋରା ଚାଲାଣକାରିଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି ।…

ସହିଦ ସପ୍ତାହରେ ନକ୍ସଲଙ୍କୁ ଝଟକା: ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କୋରାପୁଟ (କେନ୍ୟୁଜ): ବୈପାରିଗୁଡାର ଗରମପାଣି ଜଙ୍ଗଲରୁ ବିପୁଳ ପରିମାଣେ ମାଓ ବିସ୍ପୋରକ ଜବତ । ବନ୍ଧୁକର ଗୁଳି ଓ ବିସ୍ପୋରକ ଜବତ ହୋଇଛି। ଡିଭିଏଫ ଓ ରାମଗିରି କ୍ୟାମ୍ପର ବିଏସଏଫ ର ମିଳିତ କମ୍ବି ଅପରେସନ ବେଳେ ମାଓ ବିସ୍ପିୋରକ ଜବତ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଳେ କୋରାପୁଟ ଏସପି…

୮ ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ, ଘଟଣାରେ ୪ ଜଣଙ୍କୁ ଗିରଫ କଲା ମୁରିବାହାଲ ପୋଲିସ

କଣ୍ଟାବାଞ୍ଜୀ (କେନ୍ୟୁଜ): ୮ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ। ଘଟଣାରେ ୪ ଜଣ ଗିରଫ। ମୁରିବାହାଲ ପୋଲିସ ଦ୍ୱାରା କରଲାପିଟା ଗାଁରୁ ୮ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବେଆଇନ ଭାବେ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଘରେ ରଖିଥିବା ଅଭିଯୋଗରେ ଗାଁର ୪ ଜଣଙ୍କୁ ଗିରଫ…

କଟକରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ପାଉଡର ଜବତ, ଜଣେ ଗିରଫ

କଟକ (କେନ୍ୟୁଜ୍): ନାମୀ ବ୍ରାଣ୍ଡ, ନକଲି ମାଲ୍‌। ଡୁପ୍ଲିକେଟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ। ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ଜବତ। ଅଭିଜିତ୍‌ ବେହେରା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ମାଲଗୋଦାମ ପୋଲିସ। ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ପୋଲିସ ଚଢାଉ କରିବା ପରେ ଏହା ଜବତ ହୋଇଛି।…

ଜବତ ହେଲା ତହସିଲ୍‌ଦାରଙ୍କ ୫ଟି ପ୍ୟାନ କାର୍ଡ, ସବୁଥିରେ ବାପା ଅଲଗା

ନିମାପଡା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ପଡ଼ିଥିବା ନିମାପଡ଼ା ତହସିଲ୍‌ଦାର ରାମଚନ୍ଦ୍ର ଜେନାଙ୍କ ନାଁରେ ରହିଛି ୫ଟି ପାନ କାର୍ଡ । ୫ଟି ପାନକାର୍ଡରେ ଭିନ୍ନ ଭିନ୍ନ ନମ୍ବର ରହିଛି । ଏହାର ଯାଞ୍ଚ କରାଯାଉଛି । ଅଧିକ ତଦନ୍ତ ପାଇଁ ଆୟକର ବିଭାଗକୁ ପଠାଇଛି ଭିଜିଲାନ୍ସ । ଆଜି ଭୋରରୁ ୪ ଲକ୍ଷ ୬୫…

ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର, ଜଣେ ମହିଳାଙ୍କ ସମେତ ୪ ଅଟକ

ଜଳେଶ୍ବର (କେନ୍ୟୁଜ) : ଜଳେଶ୍ବରରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ୩୫୦ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଜଣେ ମହିଳାଙ୍କ ସମେତ ଏହି କାରବାରରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଅଟକ ରଖାଯାଇଛି । ଏହା ସହିତ କୁଖ୍ଯାତ ବ୍ରାଉନସୁଗାର ମାଫିଆ ଶେଖ ମନତାଜଙ୍କ ସମେତ ଅନ୍ଯ ୪ ଜଣ…

ମଦ ବୋଝେଇ ପିକଅଫ ଭ୍ୟାନ ଜବତ: ଡ୍ରାଇଭର ଗିରଫ

ସୋର (କେନ୍ୟୁଜ): ଵେଆଇନ ମଦ ଵୋଝେଇ ପିକଅଫ ଭ୍ୟାନକୁ ଜଵତ କଲେ ଲୋକେ। ଵାଲେଶ୍ୱର ଜିଲ୍ଲା ଖଇରାଥାନାରୁ ପାରି ହୋଇ ଭଦ୍ରକ ରାସ୍ତା ଡୂଙ୍ଗୁରା ବଜାରରେ ଦେଇ ଯାଉଥିଲାବେଳେ ସେଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏହି ପିକଅଫ ଭ୍ୟାନକୁ ଅଟକ ରଖା ଯାଇଥିଲା। ଏହା ପରେ ଖବର ପାଇ ଖଇରା ପୋଲିସ…

କଟକରୁ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

କଟକ (କେନ୍ୟୁଜ) : କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ୧ କେଜି ୧୫୯ ଗ୍ରାମର ଧଳା ଜହର ଜବତ କରିଛି କଟକ ଲାଲବାଗ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାଡ । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି। ପୋଲିସ କମିଶନର…

ବ୍ରହ୍ମପୁରରେ ଠାବ ହେଲା ନକଲି ଲୁବ୍ରିକେଣ୍ଟ କାରଖାନା: ବିପୁଳ ପରିମାଣ ସାମଗ୍ରୀ ଜବତ, ଜଣେ ଗିରଫ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ସହରରେ ଦୀର୍ଘ ଦିନ ଧରି ଚାଲିଥିଲା ନକଲି ଲୁବ୍ରିକାଣ୍ଟ ଅଏଲ୍ କାରଖାନା। ଆଜି ଟାଉନ ଥାନା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଏକ କାରକୁ ଜବତ କରିଥିଲା। ଆଉ ସେଥିରୁ ମିଳିଥିଲା ବିଭିନ୍ନ କିସମର ନାମୀଦାମୀ କମ୍ପାନୀର ଅଏଲ୍। ଏହାପରେ ନିଳାଦ୍ରୀ ବିହାର…

ଗଜପତିରେ ବଢ଼ି ଚାଲିଛି ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ : ପୁଣି ପିକଅପ ଭ୍ୟାନ୍ ସହ ୫ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ…

ମୋହନ: କରୋନାକୁ ନେଇ ସାରା ରାଜ୍ୟ ଆତଙ୍କିତ ଥିବାବେଳେ ଗଜପତି ଜ଼ିଲ୍ଲାରେ କିନ୍ତୁ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଗତ କିଛି ଦିନ ଧରି ଜ଼ିଲ୍ଲା ର ଅଡବା, ମୋହନା ଏବଂ ରା. ଉଦୟଗିରି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇ…

ମୋହନା: ମୂଲ୍ୟବାନ ପିଆଶାଳ କାଠ ଚାଲାଣ କରୁଥିବା ମିନିଟ୍ରକ ଜବତ , ୮ ଗିରଫ

ମୋହନା (କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ଏକ ୪୦୭ ଭ୍ୟାନରେ ଚୋରା ଚାଲାଣ ହେଉଥିବା ୧୩ ଖଣ୍ଡ ପିଆଶାଳ କାଠ ଗଣ୍ଡି ଜବତ କରିବା ସହ ୮ ଜଣ କାଠ ମାଫିଆଙ୍କୁ ଗିରଫ କରିଛି l ଗିରଫ କାଠ ମାଫିଆ ମାନେ ଅଡବା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି l ମଙ୍ଗଳବାର ରାତିରେ ଝିଲିକି -ଗୌଡ଼ଗୋଠ…