ଲୋକାୟୁକ୍ତ ଚୟନ ନେଇ ଗଠିତ ହେଲା ୭ ଜଣିଆ ସର୍ଚ୍ଚ କମିଟି
ଭୁବନେଶ୍ବର(କେନ୍ୟୁଜ୍) : ଲୋକାୟୁକ୍ତ ଚୟନ ନେଇ ୭ ଜଣିଆ ସର୍ଚ୍ଚ କମିଟି ଗଠିତ । ଏହି କମିଟିର ଅଧ୍ୟକ୍ଷ ରହିବେ ଜଷ୍ଟିସ୍ ଅମିତାଭ ରାୟ । କମିଟିରେ ଅଛନ୍ତି ଭେଙ୍କଟରାଓ ରାମଭଟ୍ଲା, ସଞ୍ଜୀବ ଚରଣ ହୋତା, ଡା. ରବି ନାରାୟଣ ବହିଦାର, ଗୋପାଳ ଚନ୍ଦ୍ର ନନ୍ଦ, ଡା. ବିଧୁଭୂଷଣ ସାମଲ ଓ ପ୍ରଫେସର…