Browsing Tag

self immolation

ଆତ୍ମଦାହ କରିଥିବା ମନ୍ଦିର ପୂଜାରୀଙ୍କ ମୃତ୍ୟୁ, ଘଟଣାରେ ୫ ଗିରଫ

ଜୟପୁର :  ରାଜଧାନୀ ଜୟପୁରରେ ଗୁରୁବାର ଆତ୍ମଦାହ କରିଥିବା ମନ୍ଦିର ପୂଜାରୀଙ୍କ ମୃତ୍ୟୁ ଘଟିଛି । ମେଡିକାଲରେ ପ୍ରାୟ ୧୮ ଘଣ୍ଟା ଧରି ଚିକିତ୍ସିତ ହେବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ଏହି ଘଟଣାରେ ମୋଟ ୭ ଅଭିଯ ୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଛି । ମୃତ୍ୟୁ ବରଣ କରିଥିବା…

ଗଞ୍ଜାମ ଏସ୍‌ପି ଅଫିସ୍ ସମ୍ମୁଖରେ ଆତ୍ମାହୂତି ଉଦ୍ଯମ କରିଥିବା ଯୁବକଙ୍କର ମୃତ୍ୟୁ

ବ୍ରହ୍ମପୁର (କେନ୍ୟୁଜ୍‌): ଗଞ୍ଜାମ ଏସ୍‌ପି ଅଫିସ୍ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ଯମ କରିଥିବା ଯୁବକଙ୍କର ମୃତ୍ୟୁ । ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ସୂଚନା ଥାଉକି, ଗଞ୍ଜାମ…

ମୋବାଇଲ ଟାୱାର ଉପରେ ଚଢି ଆତ୍ମାହୁତି ଧମକ

ବାଙ୍କୀ(କେନ୍ଯୁଜ୍): ମୋବାଇଲ ଟାୱାର ଉପରେ ଚଢି ଆତ୍ମାହୁତି ଧମକ। ବାଙ୍କୀ ଥାନା ଅନ୍ତର୍ଗତ ଡମପଡ଼ା ମଦନମୋହନ ଛକ ନିକଟ ଘଟଣା। ଏକ ମୋବାଇଲ ଟାୱାର ଉପରେ ଜଣେ ୨୫ ବର୍ଷୀୟ ଯୁବକ ଚଢ଼ି ଆତ୍ମାହୁତି କରିବାକୁ ଧମକ ଦେଇ ଉପରେ ବସିରହିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ, ବାଙ୍କୀ ଥାନା ପୋଲିସ ଓ ଅଗ୍ନିଶମ…

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହୁତି ଉଦ୍ୟମ। କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଠିକା କର୍ମଚାରୀ ଦୀନବନ୍ଧୁ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୯୦…

ଖୋର୍ଦ୍ଧା ଟାଙ୍ଗୀ ତହସିଲ ଅଫିସ୍‌ ସାମନାରେ ବୃଦ୍ଧ ବସିଥିଲେ ପେଟ୍ରୋଲ ବୋତଲ ଧରି

ଟାଙ୍ଗୀ (କେ ନ୍ୟୁଜ୍‌) : ଖୋର୍ଦ୍ଧା ଟାଙ୍ଗୀ ତହସିଲ ଅଫିସ୍‌ ସାମନାରେ ଜଣେ ବୃଦ୍ଧ ବସିଥିଲେ । ମୁଣ୍ଡ ଚୁଟି ପାଚି ପୂରା ଝୋଟ । ପାଖରେ ଏକ କୋଲଡ୍‌ ଡ୍ରିଙ୍କସ ବୋତଲଟିଏ ରହିଥିଲା । ତେବେ ସେଥିରେ କିଛି ପାନୀୟ ନଥିଲା । ଥିଲା ପେଟ୍ରୋଲ । ଭୀଷଣ ଅସନ୍ତୋଷରୁ ପ୍ରତିବାଦ କରିଥିଲେ ଏବଂ ଏବେ…

ନ୍ୟାୟ ପାଇଁ ଭଦ୍ରକ ଏସପି ଅଫିସ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୂତି ଉଦ୍ୟମ

ଭଦ୍ରକ: ନ୍ୟାୟ ପାଇଁ ଭଦ୍ରକ ଏସ୍‌ପିଙ୍କ ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗାଁର ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଜମିଜମା ବିବାଦ ମାମଲାରେ କୋର୍ଟରୁ ଡିକ୍ରି ପାଇଥିଲେ । ଏହାପରେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ସଂପୃକ୍ତ ଜମିରେ…

ଜଗତସିଂହପୁର: ଏସପି କାର୍ଯ୍ୟାଳୟ ଆଗରେ ଯୁବକଙ୍କ ଆତ୍ମହୁତି ଉଦ୍ଯମ, ଥାନାକୁ ଉଠାଇ ଆଣିଲା ପୋଲିସ୍

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ମିଥ୍ୟା କେସରେ ଛନ୍ଦି ହୋଇ ଆତ୍ମହୂତି ଦେବା ପାଇଁ ଆସିଥିବା ଯୁବକ ପୋଲିସ ଦ୍ୱାରା ଅଟକ । ବିରିଡି ଥାନାକୁ ନ୍ୟାୟ ପାଇବା ଆଶାରେ ଯାଇଥିବା ପ୍ରମୋଦ ଜେନା ନ୍ୟାୟ ନପାଇ ଅଯଥା ବିଭିନ୍ନ ମିଥ୍ୟା କେସରେ ଛନ୍ଦି ହୋଇଯାଇଥିଲେ । ବିରିଡି ଥାନାରେ…