Browsing Tag

selfe dependent women santilata

ଧୂପ କାରଖାନା କରି ୩୦ଜଣ ଯୁବତୀ ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ଶାନ୍ତିଲତା

କୁହାଯାଏ ମନରେ ଦୃଢ ଇଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଏହି ଶକ୍ତି ବଳରେ ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା । ଅନ୍ୟ ଉପରେ ନିର୍ଭର କରିବା ଅପେକ୍ଷା ସ୍ୱାବଲମ୍ବୀ ହେବାର ରାସ୍ତା ବାଛି ନେଉଛନ୍ତି । ଆଜି ଆମେ ଏମିତି ହିଁ ଜଣେ ମହିଳାଙ୍କୁ ଭେଟ କରାଇବୁ। ଯିଏ ଧୂପ କାରଖାନା କରି ନିଜେ…