Browsing Tag

selfie

ପାହାଡ଼ ଧାରରେ ସେଲ୍‌ଫି ନେଉ ନେଉ ଖସିଗଲା ପାଦ, ୧୦୦ ଫୁଟ୍‌ ତଳେ ପଡ଼ି ମହିଳାଙ୍କ ମୃତ୍ୟୁ

ସେଲ୍‌ଫି ଯୋଗୁ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ। ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ମହିଳା ସେଲ୍‌ଫି ନେବା ବେଳେ ପାହାଡ଼ରୁ ତଳକୁ ଖସି ପଡ଼ି ପ୍ରାଣ ହରାଇଛନ୍ତି। ମହିଳା ଜଣକ ପରିବାର ସହ ଛୁଟି କାଟିବାକୁ ଯାଇଥିଲେ। ସେଲ୍‌ଫି ନେବା ପାଇଁ ସେ ପାହାଡ଼ ଶିଖରକୁ ଚାଲିଯାଇଥିଲେ। ଏହି ସମୟରେ…

ସେଲଫି ନେବା ପାଇଁ ଇଞ୍ଜିନ ଉପରେ ଚଢିଥିବା ବେଳେ ଲାଗିଗଲା ହାଇଭୋଲଟେଜ କରେଣ୍ଟ, ସିଧା ଜଳିଗଲା ବାଳକ

ଆଜିକାଲି ମୋବାଇଲ ଧରି ପିଲାମାନେ ସେଲଫି ନେବା ପାଇଁ ଏମିତି ହେଉଛନ୍ତି, ଯେପରି ଆପଣ ଜୀବନରେ କେବେ ଫଟୋ ଉଠାଇପାରିବେ ନାହିଁ। ବେଳେ ବେଳେ ଏହି ଅବହେଳା ଯୋଗୁଁ ପିଲାଙ୍କର ଜୀବନ ମଧ୍ୟ ଚାଲିଯାଉଛି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଛତ୍ରପୁରରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ୧୬ ବର୍ଷ ପିଲା…

ବର୍ଷା ଓ ଘଡ଼ଘଡ଼ି ବେଳେ ସେଲ୍ଫି ନେଉଥିଲେ ଚାଲି ଯାଇପାରେ ଜୀବନ, ଜାଣନ୍ତୁ କାରଣ

ଆଜିକାଲି ସ୍ମାର୍ଟଫୋନ ଲୋକଙ୍କ ଜୀବନକୁ ଆହୁରି ସରଳ କରିଦେଇଛି। କେବଳ ଗୋଟିଏ ଫୋନ ହିଁ ଆମର ସବୁ କାମକୁ ସହଜ କରିଦେଉଛି। ଆଜି କାଲି ମୋବାଇଲ ହିଁ ଲୋକଙ୍କ ପସନ୍ଦ ଓ ଆବଶ୍ୟକତା ଉଭୟ ପାଲଟିଯାଇଛି। କିଛି ଲୋକ କାମ ସମେତ ଫଟୋ ଉଠାଇବା ପାଇଁ ମଧ୍ୟ ମୋବାଇଲ ବ୍ୟବହାର କରୁଛନ୍ତି। ମୋବାଇଲରେ ସେଲ୍ଫି…

କେତେ ପୁରୁଣା ସେଲ୍ଫିର ଇତିହାସ, ଜାଣନ୍ତୁ ଏହା ସହ ଜଡିତ କିଛି ରୋଚକ କଥା

ଆଜିର ସମୟରେ ସେଲ୍ଫିର କ୍ରେଜ୍‌ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି। ମୋବାଇଲ ଫୋନ ବିକଶିତ ହେବା ପରେ ଏବଂ ଫୋନର କ୍ୟାମେରା କ୍ୱାଲିଟି ଲୋକମାନଙ୍କୁ ଫଟୋ ଉଠାଇବା ପାଇଁ ପ୍ରୋତ୍ସାହିତ କରିଛି। କିନ୍ତୁ କ’ଣ ଆପଣ ସେଲ୍ଫିର ଇତିହାସ ବିଷୟରେ ଜାଣିଛନ୍ତି କି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର…

ଶୋଇଥିବା ବେଳେ ଯୁବକଙ୍କ ଫୋନ ଚୋରି କରି ନେଲା ମାଙ୍କଡ଼, ଖୁବ ଉଠାଇଲା ସେଲ୍ଫି, ଦେଖନ୍ତୁ ମଜାଦାର Video

ମାଙ୍କଡ଼ମାନେ ମସ୍ତିଖୋର ହୋଇଥାନ୍ତି। ଏମାନେ ମଣିଷର ନକଲ କରିବା ବହୁତ ଭଲ ଭାବେ ଜାଣିଥାନ୍ତି। ଯେଉଁ କାମ ସେ ମଣିଷଙ୍କୁ କରୁଥିବାର ଦେଖିବେ, ସେମାନେ ମଧ୍ୟ ସେହି କାମ କରିବାକୁ ଲାଗିବେ। ତେବେ ମାଙ୍କଡ଼, ମଣିଷ ଭଳି ହରକତ କରୁଥିବାର ଏକ ଘଟଣା ମାଲେସିଆରେ ଦେଖିବାକୁ ମିଳିଛି। ଏଠାରେ ଏମିତି କିଛି…

ପ୍ରଳୟଙ୍କାରୀ ବନ୍ଯାଜଳ ଭିତରେ ପଶି ସେଲ୍ଫି ନେବାରେ ବ୍ଯସ୍ତ କିଛି ଲୋକେ, ଯାହାର ଭିଡିଓ ହେଉଛି ଭାଇରାଲ

କେନ୍ଦୁଝର: ବନ୍ଯାର ପ୍ରଳୟଙ୍କାରୀ ରୂପ । ସୁନାମୀ ବେଗରେ ମାଡି ଆସୁଛି ବନ୍ଯା ଜଳ । ତଥାପି ସେଲ୍ଫି ନିଶାରେ ଜୀବନକୁ ପାଣି ଛଡାଇ ଫଟୋ ଉଠାଇବାରେ ବ୍ଯସ୍ତ କିଛି ଲୋକେ । ଟିକେ ଗୋଡ ଏପଟ ସେପଟ ହେଲେ ସିଧା ବିଲିନ ହୋଇଯିବେ ଗଭୀର ଜଳରାଶି ଭିତରେ । ତଥାପି ମଜାରେ ସେଲ୍ଫି ନେବାରେ ବ୍ଯସ୍ତ କିଛି…

ନୃସିଂହନାଥ ସ୍ଥିତ କପିଳଧାରରେ ସେଲ୍ଫି ନେବା ବେଳେ ଖସିଗଲା ଗୋଡ, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କେନ୍ଯୁଜ୍: ସାଙ୍ଗମେଳରେ ଖୁସି ହୋଇ ସେଲ୍ଫି ନେବା ବେଳେ ଘଟିଲା ଅଘଟଣ।  ଅସାବଧାନତା ଲାଗି ୨ ଜଣ ଯୁବକଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି। ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ସ୍ଥିତ କପିଳଧାରରେ ଆଜି ଏହି ଅଭାବନନୀୟ ଘଟଣା ଘଟିଛି। ମୃତକ ୨ ଜଣ ଯୁବକ ହେଉଛନ୍ତି ଝିପିକି ଗାଁର…

ନୂଆ କାର୍ ସାମ୍ନାରେ ସେଲ୍ଫି ନେଉଥିଲେ ଦୁଇ ମହିଳା, ସେତେବେଳେ ଘଟିଲା କିଛି ଏମିତି ଘଟଣା ଦେଖନ୍ତୁ ଭିଡିଓ

ଲୁଧିୟାନା: ଆଜିକାଲି ସେଲ୍ଫି ଉଠାଇବା ଗୋଟେ ଟ୍ରେଣ୍ଡରେ ପରିଣତ ହୋଇ ସାରିଲାଣି । ଖାସକରି ଯୁବପିଢ଼ି  ରାସ୍ତାଘାଟ, ରେଲୱେ ଷ୍ଟେସନ୍, ପାର୍କ କିମ୍ବା ମଲ୍ ମାନଙ୍କରେ ମୋବାଇଲ ବାହାର କରି ସେଲ୍ଫି ଉଠାଇବାରେ ଲାଗିପଡୁଛନ୍ତି । ପ୍ରାୟ ସମୟରେ ଏସବୁର କ୍ଷତି ମଧ୍ଯ ଭୋଗିବାକୁ ପଡିଥାଏ । ଠିକ୍…

ସୁବର୍ଣ୍ଣପୁର: ରାମଦୋଳିରୁ ସେଲଫି ନେଲା ବେଳେ ଭାରସାମ୍ୟ ହରାଇ ପଡିଗଲେ ଦୁଇ ବ୍ୟକ୍ତି, ଜଣେ ମୃତ ଓ ଜଣେ ଗୁରୁତର

ସୁବର୍ଣ୍ଣପୁର(କେନ୍ୟୁଜ୍): ସେଲଫି ନେଲା ଜୀବନ। ରାମଦୋଳି ଖେଳୁଥିବା ବେଳେ ସେଲଫି ନେବା ପଡ଼ିଲା ମହଙ୍ଗା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଧନୁଯାତ୍ରାରେ ଘଟିଛି ଏଭଳି ଅଘଟଣ। ସେଲଫି ନେଲାବେଳେ ଭାରସାମ୍ୟ ହରାଇ ଦୋଳିରୁ ୨ଜଣ ଖସି ପଡ଼ିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ…

ସେଲ୍ଫି ଆଣିଲା ସମସ୍ୟା: ପପ୍ ସିଙ୍ଗରଙ୍କ ଫଟୋ ଦେଖି ଆଖିରୁ ପତ୍ତା ଲଗାଇଦେଲେ ଲୋକେଶନ, ପୁଣି ଘର ପର୍ଯ୍ୟନ୍ତ ପିଛା କଲେ…

୨୬ ବର୍ଷୀୟ ଯୁବକ ଜଣେ ମହିଳା ପପ୍ ସିଙ୍ଗରଙ୍କ ସେଲ୍ଫିରୁ ପତ୍ତା ଲଗେଇଦେଲେ ତାଙ୍କ ଲୋକେଶନ। ଆଉ ଏହାପରେ ସେ ଉକ୍ତ ଷ୍ଟେଶନରେ ପହଞ୍ଚି ଯାଇଥିଲେ। ଏପରି କି, ସେ ତାଙ୍କ ଘର ପଯ୍ୟର୍ନ୍ତ ମଧ୍ୟ ପିଛା କରି ଯାଇଥିଲେ। ଏଭଳି ହରକତ ଦେଖି ପପ୍ ସିଙ୍ଗର ଜଣକ ତାଙ୍କ ଉପରେ ଶାରୀରିକ ଶୋଷଣ ଅଭିଯୋଗ…

ସେଲ୍ଫି ନିଶା ବଞ୍ଚାଇ ଦେଲା ମଡେଲଙ୍କ ଜୀବନ, ପେଟରେ ବଢ଼ୁଥିବା କଳାଜାଈ ତଳେ ଲୁଚିଥିଲା ମୃତ୍ୟୁ

ସେଲ୍ଫି ନିଶାରେ ପଡ଼ି ଲୋକଙ୍କ ଜୀବନ ଯିବା ଭଳି ଖବର ଆପଣ ଅନେକବାର ଶୁଣିଥିବେ। କିନ୍ତୁ ଏହା କେବେ ଶୁଣିଛନ୍ତି କି? ସେଲ୍ପି ଯୋଗୁ କାହାର ଜୀବନ ବଞ୍ଚିଯିବାର? ହଁ, ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ, ଯାହାକୁ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ହେଉଛି ଇଂଲଣ୍ଡର…

ଜଙ୍ଗଲୀ ଗରିଲାଙ୍କୁ ମଧ୍ୟ ଚଢ଼ିଲା ସେଲ୍ଫି ଉଠାଇବାର ସଉକ, ଫଟୋ ଭାଇରାଲ

ସୋସିଆଲ ମିଡିଆରେ କଙ୍ଗୋର ବେରୁଙ୍ଗା ନ୍ୟାସନାଲ ପାର୍କର ଏକ ଫଟୋ ବହୁ ସଂଖ୍ୟାକ ଭାଇରାଲ ହେଉଛି। ଏହି ଫଟୋରେ ଦୁଇ ଗରିଲା କାର‌୍ୟ୍ୟରତ ରେଞ୍ଜରଙ୍କ ସହ ସେଲ୍ଫି ନେଉଥିବାର ନଜର ଆସିଛନ୍ତି। ଏହି ଦୁଇ ଗରିଲା ସେଲଫି ନେଉଥିବା ରେଞ୍ଜରଙ୍କ ପଛରେ ଠିଆ ହୋଇ ପୋଜ ଦେଉଥିବାର ନଜର ଆସିଛି।…