Browsing Tag

selfie death

ସେଲଫି ନେବା ହେଲା କାଳ, ଜଳପ୍ରପାତରେ ଖସିପଡି ୪ ଯୁବତୀ ମୃତ

ଆଜିକାଲିକା ପିଲାଙ୍କର ସେଲଫି ନେବା ନିଶା ଜୀବନ ନେଇଯାଉଛି । ଫଟୋ ଉଠାଇବା ସମୟରେ ଏମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଦେଉଛନ୍ତି। ଏମିତି ଏକ ଘଟଣା କର୍ଣ୍ଣାଟକରେ ଘଟିଛି। ଯେଉଁଠି ଏକ ଜଳପ୍ରପାତ ନିକଟରେ ସେଲଫି ନେବା ବେଳେ ୪ ଜଣ ଯୁବତୀ ପ୍ରାଣ ହରାଇଛନ୍ତି । ପିକନିକ ଯାଇଥିବା ବେଳେ ଏହି…

ପାହାଡ଼ ଧାରରେ ସେଲ୍‌ଫି ନେଉ ନେଉ ଖସିଗଲା ପାଦ, ୧୦୦ ଫୁଟ୍‌ ତଳେ ପଡ଼ି ମହିଳାଙ୍କ ମୃତ୍ୟୁ

ସେଲ୍‌ଫି ଯୋଗୁ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ। ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ମହିଳା ସେଲ୍‌ଫି ନେବା ବେଳେ ପାହାଡ଼ରୁ ତଳକୁ ଖସି ପଡ଼ି ପ୍ରାଣ ହରାଇଛନ୍ତି। ମହିଳା ଜଣକ ପରିବାର ସହ ଛୁଟି କାଟିବାକୁ ଯାଇଥିଲେ। ସେଲ୍‌ଫି ନେବା ପାଇଁ ସେ ପାହାଡ଼ ଶିଖରକୁ ଚାଲିଯାଇଥିଲେ। ଏହି ସମୟରେ…

ପାହାଡ଼ ଶିଖରରେ ଚଢ଼ି ଫଟୋ ଉଠାଇବା ହେଲା କାଳ, ୫ ସେକେଣ୍ଡରେ ହିଁ ନଦୀକୁ ଖସିପଡ଼ିଲେ ମହିଳା

ଆଡ୍‌ଭେଞ୍ଚର କରିବା ଆଳରେ ବେଳେ ବେଳେ ଆମେ ଏମିତି କାମ କରିବସୁ ଯାହା ପରେ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ସ୍ମାର୍ଟଫୋନ୍‌ ଆସିବା ପରେ ଏବେ ଲୋକଙ୍କ ମୁଣ୍ଡରେ ଫଟୋ ଉଠାଇବା ନିଶା ପଶିଛି। ଫଟୋ ଉଠାଇବାକୁ ଓ ସେଲ୍‌ଫି ନେବାକୁ ଲୋକମାନେଏବେ ଅନେକ ବିପଦପୂର୍ଣ୍ଣ ସ୍ଥାନକୁ ଚାଲିଯାଉଛନ୍ତି,…

ନାଗାବଳୀ ନଦୀର ଝୁଲାପୋଲରେ ସେଲଫି ନେବା ହେଲା କାଳ, ପାଣି ଭିତରକୁ ଖସି ଯୁବକ ନିଖୋଜ

ରାୟଗଡା(କେନ୍ଯୁଜ୍): ପାଣି ଭିତରେ ସେଲଫି ନେବା ହେଲା କାଳ । ରାୟଗଡା ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେଉଥିବା ବେଳେ ଜଣେ ଯୁବକ ପାଣି ଭିତରକୁ ଖସି ପଡିଛନ୍ତି । ନିଖୋଜ ଯୁବକ ଜଣକ ଉତ୍ତର ପ୍ରଦେଶ ସାମଲି ଜିଲ୍ଲା ଝୀଂଜାନା ଗାଁର ବିଲାଲ । ଗତକାଲି ବିଲାଲ ନିଜ ସାଙ୍ଗ ମାନଙ୍କ ସହ…