Browsing Tag

selfie

ସେଲ୍ଫି ଆଣିଲା ସମସ୍ୟା: ପପ୍ ସିଙ୍ଗରଙ୍କ ଫଟୋ ଦେଖି ଆଖିରୁ ପତ୍ତା ଲଗାଇଦେଲେ ଲୋକେଶନ, ପୁଣି ଘର ପର୍ଯ୍ୟନ୍ତ ପିଛା କଲେ…

୨୬ ବର୍ଷୀୟ ଯୁବକ ଜଣେ ମହିଳା ପପ୍ ସିଙ୍ଗରଙ୍କ ସେଲ୍ଫିରୁ ପତ୍ତା ଲଗେଇଦେଲେ ତାଙ୍କ ଲୋକେଶନ। ଆଉ ଏହାପରେ ସେ ଉକ୍ତ ଷ୍ଟେଶନରେ ପହଞ୍ଚି ଯାଇଥିଲେ। ଏପରି କି, ସେ ତାଙ୍କ ଘର ପଯ୍ୟର୍ନ୍ତ ମଧ୍ୟ ପିଛା କରି ଯାଇଥିଲେ। ଏଭଳି ହରକତ ଦେଖି ପପ୍ ସିଙ୍ଗର ଜଣକ ତାଙ୍କ ଉପରେ ଶାରୀରିକ ଶୋଷଣ ଅଭିଯୋଗ…

ସେଲ୍ଫି ନିଶା ବଞ୍ଚାଇ ଦେଲା ମଡେଲଙ୍କ ଜୀବନ, ପେଟରେ ବଢ଼ୁଥିବା କଳାଜାଈ ତଳେ ଲୁଚିଥିଲା ମୃତ୍ୟୁ

ସେଲ୍ଫି ନିଶାରେ ପଡ଼ି ଲୋକଙ୍କ ଜୀବନ ଯିବା ଭଳି ଖବର ଆପଣ ଅନେକବାର ଶୁଣିଥିବେ। କିନ୍ତୁ ଏହା କେବେ ଶୁଣିଛନ୍ତି କି? ସେଲ୍ପି ଯୋଗୁ କାହାର ଜୀବନ ବଞ୍ଚିଯିବାର? ହଁ, ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ, ଯାହାକୁ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ହେଉଛି ଇଂଲଣ୍ଡର…

ଜଙ୍ଗଲୀ ଗରିଲାଙ୍କୁ ମଧ୍ୟ ଚଢ଼ିଲା ସେଲ୍ଫି ଉଠାଇବାର ସଉକ, ଫଟୋ ଭାଇରାଲ

ସୋସିଆଲ ମିଡିଆରେ କଙ୍ଗୋର ବେରୁଙ୍ଗା ନ୍ୟାସନାଲ ପାର୍କର ଏକ ଫଟୋ ବହୁ ସଂଖ୍ୟାକ ଭାଇରାଲ ହେଉଛି। ଏହି ଫଟୋରେ ଦୁଇ ଗରିଲା କାର‌୍ୟ୍ୟରତ ରେଞ୍ଜରଙ୍କ ସହ ସେଲ୍ଫି ନେଉଥିବାର ନଜର ଆସିଛନ୍ତି। ଏହି ଦୁଇ ଗରିଲା ସେଲଫି ନେଉଥିବା ରେଞ୍ଜରଙ୍କ ପଛରେ ଠିଆ ହୋଇ ପୋଜ ଦେଉଥିବାର ନଜର ଆସିଛି।…

ଏହି ଦେଶରେ ସେଲଫି ନେଲେ ମିଳିଥାଏ ମୃତ୍ୟୁଦଣ୍ଡ

ଲୋକଙ୍କର ପସନ୍ଦର ସ୍ଥାନ ହେଉଛି ଥାଇଲାଣ୍ଡ। ନବଦମ୍ପତିମାନେ ନିଜର ହନିମୁନ କରିବାକୁ ଏଠାକୁ ଆସିଥାନ୍ତି ତ ଅନ୍ୟ କେହି ନିଜ ପରିବାର ସହିତ ଛୁଟି କଟାଇବାକୁ ଆସିଥାନ୍ତି। ଯଦି ଆପଣ ମଧ୍ୟ ଥାଇଲାଣ୍ଡ ଯିବାକୁ ଭାବୁଛନ୍ତି ତେବେ ଏହା ପୂର୍ବରୁ ଆମେ ଆପଣଙ୍କୁ ଏକ ବିଶେଷ ସୂଚନା ଦେବାକୁ ଚାହୁଁଛୁ।…