ପିଲା ଚୋରି ଓ ବିକ୍ରି କରିବା ଅଭିଯୋଗରେ ୬ ଗିରଫ, କଟକରୁ ନେଇ ଦଶପଲ୍ଲାରେ ବିକି ଦେଇଥିଲେ
କଟକ : କଟକରେ ପିଲା ଚୋରି ଓ ବିକ୍ରି କରିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଭିତରୁ ତିନି ଜଣ ମହିଳା ଅଛନ୍ତି । ଏହି ଦଲାଲ ମାନେ ନାବାଳକକୁ କଟକରୁ ଚୋରି କରି ଦଶପଲ୍ଲାରେ ବିକିଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ପିଲାଙ୍କୁ…