ନ୍ୟୁଜିଲାଣ୍ଡକୁ ପରାସ୍ତ କରି ହକି ବିଶ୍ୱକପ୍ ସେମିଫାଇନାଲ୍ରେ ଗତ ଚାମ୍ପିଅନ୍ ବେଲଜିୟମ
ଭୁବନେଶ୍ୱର (କେନ୍ୟୁଜ୍) : ନ୍ୟୁଜିଲାଣ୍ଡକୁ ୨-୦ ଗୋଲ୍ରେ ହରାଇ ହକି ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଲା ବେଲଜିୟମ । ଟମ୍ ବୁନ୍ ଓ ଭାନ୍ ଔବେଲ ବେଲଜିୟମ ପକ୍ଷରୁ ଗୋଲ୍ ଦୁଇଟି ସ୍କୋର କରି ଦଳକୁ ସେମିଫାଇନାଲ୍ରେ ପହଞ୍ଚାଇଛନ୍ତି ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା…