ସେନ ୱାର୍ଣ୍ଣଙ୍କ ଜୀବନ ବଞ୍ଚାଇବାକୁ ୨୦ ମିନିଟ ଯାଏଁ ଚେଷ୍ଟା କରିଥିଲେ ସାଙ୍ଗ ମାନେ
ସମୟର ଚକ୍ର କେତେବେଳେ କେଉଁ ମୋଡ ନିଏ ତାହା ହୁଏତ କେହି ବି କହିପାରିବେ ନାହିଁ । କିଏ ଜାଣିଥିଲା ଶୁକ୍ରବାର ସକାଳେ ଯିଏ ଆଉ ଜଣଙ୍କ ମୃତ୍ୟୁରେ ଦୁଖଦ ଟ୍ୱିଟ କରୁଛନ୍ତି ସିଏ ପୁଣି ଆଉ ମାତ୍ର କିଛି ଘଣ୍ଟା ପରେ ସେହି ଟ୍ୱିଟ ତାଲିକାରେ ରହିଯିବେ । ଆଉ ଅନ୍ୟମାନେ ତାଙ୍କ ନାଁରେ ଦୁଖଦପୂର୍ଣ୍ଣ…