Browsing Tag

Senior Citizen Card

ବରିଷ୍ଠ ନାଗରିକ କାର୍ଡ କ’ଣ? ଜାଣନ୍ତୁ ଏହି କାର୍ଡଧାରୀଙ୍କୁ ମିଳୁଛି କି କି ସୁବିଧା

ଦେଶର ବରିଷ୍ଠ ନାଗରିକଙ୍କୁ ମଜଭୁତ କରିବା ପାଇଁ ସରକାରଙ୍କ ପକ୍ଷରୁ ୨୦୧୬ରୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକ କାର୍ଡ। ଏହି କାର୍ଡ ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ୬୦ ବର୍ଷରୁ ବଡ଼ ବୟସର ଲୋକଙ୍କୁ ଏହି ସୁବିଧା ଯୋଗାଇ…