Browsing Tag

senior citizens

ଆଜି ବରିଷ୍ଠ ନାଗରିକଙ୍କ ପାଇଁ ଗଡିବ ତୀର୍ଥଯାତ୍ରା ଟ୍ରେନ୍, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ଵର ରେଳଷ୍ଟେସନରୁ ପ୍ରୟାଗରାଜ ଓ ବାରାଣାସୀ ଅଭିମୁଖେ ବାହାରିବ ସ୍ବତନ୍ତ୍ର ଟ୍ରେନ୍। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ଵର…

ରାଜଧାନୀରେ ବରିଷ୍ଠ ନାଗରିକଙ୍କ ଠାରୁ ସାଇବର ଠକ ଠକିନେଲେ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ସାଇବର ଠକ ଠକିନେଲେ ୧୩ ଲକ୍ଷ ଟଙ୍କା । ଟ୍ରାନ୍ସପୋର୍ଟ କର୍ପୋରେସନ ଅଫ ଇଣ୍ଡିଆର ଅବସରପ୍ରାପ୍ତ ରିଜିଓନାଲ ମ୍ୟାନେଜର ସଦାଶିବ ମହାନ୍ତିଙ୍କୁ ୧୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଚୂନ ଲଗାଇଲେ ସାଇବର ଠକ । ମୋବାଇଲ ପୋଟେବିଲିଟି କରିବାକୁ ଯାଇ ସେ ସାଇବର ଠକଙ୍କ ଜାଲରେ…

ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ଆଡଭାଇଜରି ଜାରି, ଘରେ ରହିବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ଆଡଭାଇଜରି ଜାରି । ସବୁବେଳେ ଘରେ ରହିବାକୁ ପରାମର୍ଶ। ବାହାର ଲୋକଙ୍କୁ ଘରେ ପୂରାନ୍ତୁ ନାହିଁ। ଯଦି କାହାକୁ ଭେଟିବା ନିହାତି ଦରକାର, ୧ ମିଟର ଦୂରତା ରଖନ୍ତୁ । ଘରେ ଚଲାବୁଲା କରି ଆକ୍ଟିଭ ରୁହନ୍ତୁ। ମାର୍କେଟ, ପାର୍କ, ଧର୍ମାନୁଷ୍ଠାନ ଯିବେ…

ବରିଷ୍ଠ ନାଗରିକଙ୍କୁ ଏୟାର ଇଣ୍ଡିଆ ଦେଲା ବଡ଼ ଉପହାର, ଏବେ ବିମାନଯାତ୍ରା କଲେ ଦେବେ ଅଧା ଭଡ଼ା

ବରିଷ୍ଠ ନାଗରିକଙ୍କ ପାଇଁ ଖୁସିଖବର। ଭାରତର ସରକାରୀ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଘରୋଇ ଉଡ଼ାଣରେ ସମସ୍ତ ବରିଷ୍ଠ ନାଗରିକଙ୍କ ଭଡ଼ାକୁ ୫୦ ପ୍ରତିଶତ ଛାଡ଼ କରିବାକୁ ଘୋଷଣା କରିଛି। ନୂଆବର୍ଷ ଓ କ୍ରିସ୍‌ମାସ୍‌ରେ ବିମାନଯାତ୍ରା କରିବାକୁ ଯୋଜନା କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ଏହା ଏୟାର ଇଣ୍ଡିଆ…

ସିନିୟର ସିଟିଜେନଙ୍କର ରହିଛି ଏହି ଖାସ୍‌ ଅଧିକାର, ଯାହାକୁ ଜାଣିବା ଆପଣଙ୍କୁ ନିହାତି ଆବଶ୍ୟକ

ବଢ଼ୁଥିବା ବୟସ ସହିତ ଅନେକ ଥର ନିରାସା ଭାବନା ବଳବତୀ ହେବାକୁ ଲାଗିଥାଏ, କାରଣ ସେମାନଙ୍କୁ ଲାଗିଥାଏ ଯେ ତାଙ୍କ ପାଇଁ ଦିନ କମି କମି ଯାଉଛି ଏବଂ ସମାଜରେ ତାଙ୍କର ଆବଶ୍ୟକତା କମ୍‌ ହେବାରେ ଲାଗିଛି। ଏମିତି ପରିସ୍ଥିତିରେ ତାଙ୍କ ମନୋବଳ ବଢ଼ାଇବା ଏବଂ ସମସ୍ୟା ମୁକାବିଲା ପାଇଁ ସରକାର ଏବଂ…