Browsing Tag

sensex down

୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ଏବେ ରେଡ ଜୋନରେ ସବୁ ସେକ୍ଟର

ପ୍ରାୟ ସମସ୍ତ କ୍ଷେତ୍ରରେ ହେଉଥିବା ବିକ୍ରି ବଟା କାରଣରୁ ସ୍ଟକ ମାର୍କେଟକୁ କୌଣସି ପଟରୁ କିଛି ବି ସପୋର୍ଟ ମିଳୁନାହିଁ । ହୁଏତ ଏହି କାରଣରୁ ଘରୋଇ ସ୍ଟକ ମାର୍କେଟ ଗତ ୭ ମାସ ଧରି ଖସି ଖସି ଚାଲିଥିବା ଲକ୍ଷ କରାଯାଇଛି । ଆଜି ଅର୍ଥାତ ଗୁରୁବାର ବଜାର ଖୋଲିବା ମାତ୍ରେ ନିଫ୍ଟି ୧୬ ହଜାର ପଏଣ୍ଟ…

ସେୟାର ମାର୍କେଟରେ କରୋନା ମାଡ଼: କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫ୍ଟି

ସେୟାର ମାର୍କେଟରେ ପଡିଲା କରୋନା ପ୍ରଭାବ । ସପ୍ତାହ ଆରମ୍ଭରୁ ସେୟାର ମାର୍କେଟ ଉପରେ ବଡ଼ ହ୍ରାସ । କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫ୍ଟି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୪୭୯ ପଏଣ୍ଟ ଅର୍ଥାତ୍‌ ୨.୯୮ ପ୍ରତିଶତ ହ୍ରାସ ପାଇଛି । କାରବାର ଆରମ୍ଭରେ ୪୮ ହଜାର ୧୧୨ରେ ପହଁଚିଥିଲା ।…

ସେୟାର ମାର୍କେଟରେ ସବୁଠୁ ବଡ଼ ହ୍ରାସ, ନିବେଶକଙ୍କ ୧୧ ଲକ୍ଷ କୋଟିରୁ ଅଧିକ କ୍ଷତି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପ୍ରଭାବରେ ଗୁରୁବାର ସେୟାର ମାର୍କେଟରେ ସବୁଠୁ ବଡ଼ ଏତିହାସିକ ହ୍ରାସ ଘଟିଛି । କେବଳ ଭାରତ ନୁହେଁ ଦୁନିଆର ସବୁ ବଜାରର ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚି। ସାରା ଦିନର କାରବାର ପରେ ବମ୍ବେ ଷ୍ଟକ୍‌ ଏକ୍ସେଞ୍ଜର ମୁଖ୍ୟ ଇଣ୍ଡେକ୍ସ ସେନ୍ସେକ୍ସ ୨,୯୧୯.୨୬ ବା ୮.୧୮…

ୟେସ୍‌ ବ୍ୟାଙ୍କ ସଙ୍କଟ ଓ କରୋନା ଭାଇରସ୍‌ ଯୋଗୁ ପୁଣି ଖସିଲା ସେୟାର ବଜାର, ଆଜି ପାଖାପାଖି ୨୩୦୦ଶହ ପଏଣ୍ଟ ତଳକୁ ଖସିଛି…

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ସଙ୍କଟ ଓ କରୋନା ଭାଇରସ୍‌ ଯୋଗୁ ପୁଣି ଖସିଲା ସେୟାର ବଜାର । ଆଜି ସେନ୍‌ସେକ୍ସ ପାଖାପାଖି ୨୩୦୦ଶହ ପଏଣ୍ଟ ତଳକୁ ଖସିଛି । ସେହିପରି ନିଫ୍‌ଟି ୬ ଶହ ପଏଣ୍ଟ ତଳକୁ ଖସିଥିଲା । ଆଜି ସେନ୍‌ସେକ୍ସ ୩୬ ହଜାର ୩୮୮.୨୮ ସହ କାରବାର ଆରମ୍ଭ କରିଥିବା ବେଳେ ନିଫ୍‌ଟି ୧୦…