Browsing Tag

series accident

ସିରିଜ ଦୁର୍ଘଟଣାରେ ଦମ୍ପତି ଗୁରୁତର, ରାଜପଥ ଉପରେ ଝୁଲି ରହିଲା ଟ୍ରକ୍

ଏକା ସାଙ୍ଗେ ହେଲା ସିରିଜ୍ ଦୁର୍ଘଟଣା। ଆଇଚରକୁ ପିଟିଲା ଟ୍ରକ। ଟ୍ରକ ପଛ ପଟେ ପିଟି ହେଲା ବାଇକ । ଫଳରେ ବାଇକରେ ଥିବା ଦମ୍ପତି ହୋଇଛନ୍ତି ଗୁରୁତର । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଘଟିଛି ଏହି ସିରିଜ ଦୁର୍ଘଟଣା । ଆଜି ଭୋର ସମୟରେ ପ୍ରଥମେ ଏକ ଆଇଚରକୁ ୧୪ ଚକିଆ…

ମୟୂରଭଞ୍ଜରେ ସିରିଜ ଦୁର୍ଘଟଣା: ୪ ମୃତ, ୩ ଆହତ

ରାଇରଙ୍ଗପୁର: ମୟୂରଭଞ୍ଜ ରାଇରଙ୍ଗପୁର ୨୨୦ନଂ ଜାତୀୟ ରାଜପଥ ତିରିଂ ଅଞ୍ଚଳରେ ସିରିଜ ଦୁର୍ଘଟଣା ହୋଇଛି । ଗୋଟିଏ ଟ୍ରକ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି । ଆତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…

ବେଲଗାମ୍ ସ୍କର୍ପିଓ: କଟକ ଯୋବ୍ରା ଆନିକଟ ବ୍ରିଜ୍ ଉପରେ ଘଟାଇଲା ସିରିଜ ଦୁର୍ଘଟଣା

କଟକ: ବେଲଗାମ୍ ସ୍କର୍ପିଓ । ଦ୍ରୁତ ଗତିରେ ମାଡି ଆସିଲା, ଆଉ ସାମ୍ନାରେ ଯିଏ ପଡିଲା ମଡାଇ ଚାଲିଲା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯୋବ୍ରା ଆନିକଟ ବ୍ରିଜ ଉପରେ । କଟକ ଯୋବ୍ରା ଆନିକଟ ବ୍ରିଜ ଉପରେ ସିରିଜ ଦୁର୍ଘଟଣା । ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ଗୁରୁତର ଆହତ ଓ ଚାରିରୁ…

ଗୋଟେ କି ଦୁଇଟି ଗାଡି ନୁହେଁ ଏକାଥରେ ୭ଟି ଗାଡି ଦେଇଛନ୍ତି ପରସ୍ପରକୁ ଧକ୍କା

କେନ୍ଦୁଝର (କେନ୍ୟୁଜ) : ରାସ୍ତା ଉପରେ ଏ ଚିତ୍ରକୁ ଯିଏ ଦେଖୁଥିଲା ଲୋମ ଟାଙ୍କୁରୀ ଯାଉଥିଲା ଭୟରେ । କେହି କେବେ ହୁଏତ ଆଖିରେ ଦେଖିନଥିବେ ଏତେ ବଡ ଦୁର୍ଘଟଣା । ଗୋଟେ କି ଦୁଇଟି ନୁହେଁ ଏକାଥରେ ୭ଟି ଗାଡି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ହେଲେ ସତରେ ଏମିତି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି…

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରର ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଖବର ଅନୁଯାୟୀ ଆଜି…

ସିରିଜ୍ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

ଯୋଡ଼ା (କେନ୍ୟୁଜ): ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୬ ଜୀବନ । ଯୋଡ଼ା ଚମ୍ପୁଆ ଥାନା ରିମୁଳି ବାଇପାସରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ଟି ଟ୍ରକ୍ ସହ କାର ଧକ୍କା ହୋଇ କାର୍ ରେ ବସିଥିବା ସମସ୍ତ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ କାର୍ ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି।…

ଘନ କୁହୁଡ଼ି ହେଲା କାଳ: ଏକାସଙ୍ଗେ ପିଟି ହେଲା ୩ ଟ୍ରକ, ଜଣେ ଚାଳକ ଗୁରୁତର

କାମାକ୍ଷାନଗର (କେନ୍ୟୁଜ) : ଘନ କୁହୁଡ଼ି ପାଇଁ ସିରିଜ୍ ଦୁର୍ଘଟଣା । ଏକାସଙ୍ଗେ ଧକ୍କା ହେଲା ୩ ଟ୍ରକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଛକ ନିକଟରେ ଦୁର୍ଘଟଣା ଘଟିଛି । ଅତ୍ୟଧିକ କୁହୁଡି ଯୋଗୁ ପ୍ରଥମେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ଅନ୍ୟ ଏକ ଟ୍ରକ ଆସି ପଛରୁ…

ସିରିଜ ଦୁର୍ଘଟଣା: ଜଳିଗଲା ୩ ଗାଡ଼ି, ଜଣେ ଗୁରୁତର

ଅନୁଗୁଳ (କେନ୍ୟୁଜ) : ସିରିଜ ଦୁର୍ଘଟଣାରେ ଜଳିଗଲା ୩ ଗାଡ଼ି । ଦୁର୍ଘଟଣାରେ ଜଣେ ଗୁରୁତର । ଅନୁଗୋଳ ଜିଲ୍ଲା ପାଳଲହଡ଼ା ଖମାର ଟୋଲଗେଟ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । ଏକ ଟ୍ରଲରକୁ ପଛପଟୁ ପିଟିଲା ଟ୍ରକ । ତା ପଛକୁ ଧକ୍କା ଦେଲା ଏକ ପିକଅପ ଭ୍ୟାନ । ଟ୍ରକ ଓ ଟ୍ରଲରରେ ନିଆଁ ଲାଗି…

ମର୍ମନ୍ତୁଦ ସିରିଜ୍‌ ଦୁର୍ଘଟଣା: ଜଣେ ମୃତ ,୪ଜଣ ଗୁରୁତର

ଯାଜପୁର (କେନ୍ୟୁଜ): ସିରିଜ୍ ଦୁର୍ଘଟଣା। ପଛକୁ ପଛ ପିଟିହେଲା ଟ୍ରଲର-ଆଇଚର-ପିକଅପ୍ ଭ୍ୟାନ୍ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ଧର୍ମଶାଳା ଥାନା ରଥିଆ ନିକଟରେ ଆଜି ସକାଳୁ ଘଟିଛି ସିରିଜ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର…

ବାଙ୍ଗିରିପୋଷିରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣା: ଦୁଇ ମୃତ ଦୁଇ ଗୁରୁତର

ବାଙ୍ଗିରିପୋଷି(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ରାଜାଲୋକ ଛକ ନିକଟରେ ଟ୍ରକ ପଛରେ ବାଇକ ଓ ଟ୍ରଲର ପଛରେ କାର ଧକ୍କା ହେବାବାରୁ ଦୁଇ ମୃତ ଦୁଇ ଗୁରୁତର । ମୃତ କାର ଚାଳକ ଜଣକ ହେଉଛନ୍ତି ଝାଡ଼ଗ୍ରାମ ଜିଲ୍ଲା ଗୋପିବଲ୍ଲଭପୁର ଥାନା ଥାନା ଅଞ୍ଚଳର ମଣି ଶଙ୍କର ସାହୁ ଏବଂ ବାଇକ…

ବୌଦ୍ଧରେ ଏକାଧିକ ଗାଡିକୁ ପିଟିଲା ସ୍କର୍ପିଓ, ୨ ମୃତ , ୩ ଗୁରୁତର

କଣ୍ଟାମଲ (କେନ୍ୟୁଜ): ବୌଦ୍ଧ ବହିରା ଛକ ଠାରେ ସ୍କର୍ପିଓ ଓ ସିରିଜ୍‌ ଦୁର୍ଘଟଣା । ସ୍କର୍ପିଓ ଟି ବଲାଙ୍ଗୀରରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା । ଘଟଣା ସ୍ଥଳରେ ୨ ମୃତ ୩ ଗୁରୁତର । ୫ ବାଇକ୍‌ କୁ ପିଟି ହୋଟେଲ ଭିତରକୁ ପଶିଗଲା ଗାଡ଼ି । ବାଇକ୍‌ ଆରୋହୀ ଆଇଁଲାପଳି PEO ଗୋବିନ୍ଦ ସାହୁ…

ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା: ପୋଲିସ୍ କର୍ମଚାରୀଙ୍କ ସହିତ ୭ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର(କେନ୍ୟୁଜ୍): ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା । ବୋଲେରୋ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ପୋଲିସ ଗାଡ଼ିକୁ ଧକ୍କା ଦେଲା ଆଉ ଗୋଟିଏ କାର୍‌ । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଓ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର…