ବାଲେଶ୍ଵର ତାମୂଳିଆ ଓଭରବ୍ରିଜ ନିକଟରେ ସିରିଜ୍ ଦୁର୍ଘଟଣା, ଦୁଇ ଗୁରୁତର ଆହତ
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ଵର ତାମୂଳିଆ ଓଭରବ୍ରିଜ ନିକଟରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଯେଉଁଥିରେ ଗୋଟିଏ ଟ୍ରକ, ଗୋଟିଏ କାର ଭାଙ୍ଗି ଯାଇଥିବା ବେଳେ ଏକ ବାଇକ ଜଳିଯାଇଛି। ବାଇକ ଆରୋହି ଓ ପଛରେ ବସିଥିବା ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା…