Browsing Tag

serious

ଡମଣା ଛକରେ ବାଇକକୁ ଧକ୍କା ଦେଲା ବାଇକ: ୨ ଗୁରୁତର, ଜଣେ ଆହତ

ଭୁବନେଶ୍ୱର (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ଡମଣା ଛକ ନିକଟରେ ଭୟଙ୍କର ଦୁର୍ଘଟଣା ହୋଇଛି। ବାଇକକୁ ଧକ୍କା ଦେଲା ବାଇକ। ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ସମୟ ପାଖାପାଖି ୧୧.୩୦ ରୁ ୧୨.୦୦ ମଧ୍ୟରେ ଦୁର୍ଘଟଣା ଘଟିଥିବା ଖବର ମିଳିଛି। ସୂଚନା…

ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା: ୪ ଗୁରୁତର, ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ସୋର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ସୋର କୁପାରୀ ରାସ୍ତା ସରସଙ୍ଖ ନିକଟରେ ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୪ ଜଣ ଗୁରୁତରଅଛନ୍ତି। ତୁଡିଗଡିଆ ରାଇପୁର ଅଞ୍ଚଳର ଯୁବକ ବମ୍ବେ ଯିବା ପାଇଁ ସୋର ରେଳ ଷ୍ଟେସନ୍ ଅଭିମୁଖେ ତୁଡିଗଡିଆରୁ ଏକ ଅଟୋ ଭଡା କରି ଆସୁଥିବା ସମୟରେ…

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ: ୭ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ରୟାଲ ନାମକ ଯାତ୍ରୀବାହୀ ବସ । ବସରେ ଥିବା ୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ,ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ…

ସଡକ ଦୁର୍ଘଟଣା: ବାଇକକୁ ପିଟିଲା କାର, ୩ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୋଚିଲା ଛକ ନିକଟରେ ବାଇକ କୁ ପିଟିଲା କାର । ଟାଙ୍ଗି ଥାନା ଅଧୀନସ୍ଥ କୁହୁଡି ପେଟ୍ରୋଲ ପମ୍ପରେ ବାଇକରେ ତେଲ ପକାଇ ୩ ଜଣ ଯୁବକ ବାଇକ୍ ରେ ନିଜ ଘର କାଇଥପଲ୍ଲାକୁ ଫେରୁଥିବା ବେଳେ ଜୟମଙ୍ଗଳପୁର ଚକ ନିକଟରେ ବାଇକ ସହ କାର…

ବିଦ୍ୟୁତ୍ ଖୁଣ୍ଟିରେ ମରାମତି କରିବା ବେଳେ ଅଘଟଣ, ୧୧ କେ.ଭି ତାର ଲାଗି କର୍ମଚାରୀ ଗୁରୁତର

ଆନନ୍ଦପୁର (କେନ୍ୟୁଜ): ବିଦ୍ଯୁତ୍ ଆଘାତ ଲାଗି ବିଭାଗିୟ କର୍ମଚାରୀ ଗୁରୁତର । ଘଷିପୁରା ଥାନା ଖପରାଖାଇ ଠାରେ ଖୁଣ୍ଟରେ ଚଢି ମରାମତି କରୁଥିବା ସମରେ ଉପରେ ଯାଇଥିବା ୧୧କେଭି ତାରରେ ହାତ ବାଜିଯିବାରୁ ଜଣେ ବିଦ୍ଯୁତ୍ ବିଭାଗ ଠିକା ସଂସ୍ଥା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର…

ଟ୍ରକ ପଛକୁ ପିଟିଲା କାର, ବାରିପଦା ମେଡିକାଲ କଲେଜର ଡାକ୍ତର ମୃତ

ବାରିପଦା(କେନ୍ୟୁଜ): ବାରିପଦା କାଠପାଳ ନିକଟରେ ଟ୍ରକ ପଛକୁ ପିଟିଲା କାର। ଏଥିରେ ଗୁରୁତର ଆହତ ହୋଇଥିବା ଡାକ୍ତର ଅଞ୍ଜନ ଷଡ଼ଙ୍ଗୀଙ୍କର ମୃତ୍ୟୁ ହୋଇଛି । ବାରିପଦାର ଜଣାଶୁଣା ତଥା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ହେଉଛନ୍ତି ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ। ଦୁର୍ଘଟଣା ପରେ ତାଙ୍କୁ…

ଏହି ସବୁ ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଛନ୍ତି ବଲିଉଡ ର ୧୪ ସୁପରଷ୍ଟାର, ଜଣେ ପିଲାବେଳୁ ଆକ୍ରାନ୍ତ

ବଲିଉଡ ପାଇଁ ସମସ୍ତେ ପାଗଳ । ସେଥିପାଇଁ ତ ନିଜର ମନ ପସନ୍ଦ ର ସୁପର ଷ୍ଟାରଙ୍କ ଫିଲ୍ମ ଯେତେବେଳେ ରିଲିିଜ ହେବାର ଥାଏ, ସେହି ଫିଲ୍ମ ପାଇଁ ଆଗରୁ ହିଁ ଟିକେଟ ବୁକ କରନ୍ତି ଫ୍ୟାନ୍ସ । ଏମିତିକି ସେମାନଙ୍କୁ କିଏ ନିଜର ଭଗବାନ ମଧ୍ୟ ମାନି ନିଅନ୍ତି କିନ୍ତୁ ଏହି ବଲିଉଡ ଷ୍ଟାରମାନଙ୍କ ଜୀବନ…

ବିଗୁଡୁଛି ବଳିଆର ସ୍ୱାସ୍ଥ୍ୟାବସ୍ଥା, ୧୫ ଦିନ ହେଲାଣି ଜ୍ୱର ହେଉଛି ଓ ଗୋଡ଼ ହାତ ଥରୁଛି

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ବଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ସୂଚନା ମିଳିଛି । ତାକୁ ୧୫ ଦିନ ହେଲାଣି ଜ୍ୱର ହେଉଛି । ଗୋଡ଼ ହାତ ଥରୁଛି । କନ୍ଧମାଳର ଯାଆଁଳା ଶିଶୁ ଜଗା-ବଳିଆ ଏବେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କୁ କଟକ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି ।…