Browsing Tag

seriously injured

ବାପଘରକୁ ନେଲାନି ବୋଲି ଶରୀରରେ ନିଆଁ ଲଗାଇ ଦେଲେ ମହିଳା , ଏବେ ଅବସ୍ଥା ଗୁରୁତର

ଉଦଳା (କେନ୍ୟୁଜ): ନିଜ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଲେ। ହେଲେ ପାଖରେ ଟଙ୍କା ନ ଥିବାରୁ ପରବର୍ତ୍ତୀ ସମୟରେ ଯିବା ବୋଲି କହିଥିଲେ ସ୍ୱାମୀ । ଏଥିରେ ବିରକ୍ତ ହୋଇ ନିଜେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ହେଲେ ମହିଳା। ଆଉ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହୋଇଛନ୍ତି…

କନ୍ଧମାଳ : ଡମ୍ଫର ଧକ୍କାରେ ଛିଟିକି ଗଲା ଅଟୋ, ୬ ଯାତ୍ରୀ ଗୁରୁତର

କନ୍ଧମାଳ (କେନ୍ୟୁଜ): ଅଟୋ ଓ ଡମ୍ପର ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଳକ୍ ଅଂଚଳରେ । ଆଜି ସକାଳ ପ୍ରାୟ ୯ଟା ସମୟରେ ଫିରିଙ୍ଗିଆ ବ୍ଳକ୍ ଅନ୍ତର୍ଗତ ବନ୍ଧଗଡରୁ ଏକ ଅଟୋରେ ସାରଙ୍ଗଡ…

ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୨ ଛାତ୍ର, ଉଦ୍ଧାର କରିବାକୁ ଯାଇ ପ୍ରଧାନଶିକ୍ଷକ ବି ଗୁରୁତର

ସୋର (କେନ୍ୟୁଜ): ବିଦ୍ୟୁତ ଆଘାତରେ ଦୁଇ ଛାତ୍ର ଗୁରୁତର । ଜୀବନକୁ ବାଜି ଲଗାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କଲେ ପ୍ରଧାନ ଶିକ୍ଷକ । ଦୁଇ ଛାତ୍ରଙ୍କ ସହ ପ୍ରଧାନ ଶିକ୍ଷକ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସୋରରୁ ବାଲେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା…

ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା: ଭାରସାମ୍ଯ ହରାଇ ଓଲଟିଲା ଅଟୋ : ୨ ମୃତ ,୮ ଗୁରୁତର

ବୌଦ୍ଧ (କେନ୍ୟୁଜ): ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା । ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ପାଣିଶାଲ ରେ ଓଲଟିଲା ଓଟୋ । ଘଟଣା ସ୍ଥଳରେ ଦୁଇ ମୃତ , ୮ ଗୁରୁତର । ମୃତକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୋକପଡ଼ା ଗ୍ରାମର କୁମାରୀ କହଁର ଓ ଗୁରୁ ମାଝି । ସୂଚନା ଅନୁଯାୟୀ ବୌଦ୍ଧ…

ଯଶିପୁର: ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣା, ୧୧ ଗିରଫ

ଯଶିପୁର (କେନ୍ୟୁଜ): ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣାରେ ୧୧ ଗିରଫ। ଯଶୀପୁର ପୋଲିସ ୧୧ଜଣଙ୍କୁ ଗିରଫ କରିବା ସହ ୪ ଚକିଆ ଗାଡ଼ି ୩ଟି ଓ ଗୋଟିଏ ଟ୍ରକ ଜବତ କରିଛି। ସେମାନଙ୍କ ଠାରୁ ବନ୍ଧୁକ ସହ ଅନେକ ମାରଣାସ୍ତ୍ର ଜବତ କରାଯାଇଛି। ଟୋଲ ଗେଟ ନିକଟରେ ଲାଗିଥିଲା CCTV…