Browsing Tag

sero survey

ଶରୀରରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ଜଣା ପଡିବ,ଆଜିଠାରୁ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ

କେନ୍ୟୁଜ୍(ବ୍ୟୁରୋ):  ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ସେରୋ ସର୍ଭେ। ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ। ଏନେଇ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛି ସେରୋ ସର୍ଭେ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର,…

ଆସିଲା ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ, ଏହି ତିନି ଜିଲ୍ଲାରେ ସେରୋ ପଜିଟିଭିଟି ହାର ରହିଛି ୬୫.୧୨%

ଭୁବନେଶ୍ବର(କେନ୍ଯୁଜ୍): ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିଛି। ଏହି ତିନି ଜିଲ୍ଲାରେ ସେରୋ ପଜିଟିଭିଟି ହାର ୬୫.୧୨ ପ୍ରତିଶତ ରହିଛି। ଅର୍ଥାତ ୬୫ ପ୍ରତିଶତଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। ଏହି ଜିଲ୍ଲାର ସ୍ୱାସ୍ଥ୍ୟ…

ସେରୋ ସର୍ଭେ ପରେ ଆଇସିଏମଆର ଡିଜିଙ୍କ ପରାମର୍ଶ, ପିଲାଙ୍କଠାରେ ରହିଛି ଅଧିକ ରୋଗ ପ୍ରତିରୋଧକ ଶକ୍ତି

ବିଶ୍ୱବିଦ୍ୟାଳୟ କି ମହାବିଦ୍ୟାଳୟ ନୁହେଁ । ପ୍ରଥମେ ଖୋଲୁ ପ୍ରାଥମିକ ବିଦ୍ୟାଳୟ । କାରଣ ପିଲାଙ୍କଠାରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଦେଶବ୍ୟାପୀ କରାଯାଇଥିବା ସେରୋ ସର୍ଭେ ଅନୁସାରେ ପିଲାଙ୍କଠାରେ ଭୂତାଣୁ ମୁକାବିଲା କ୍ଷମତା ଅଧିକ । କିନ୍ତୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ…

ତିନିଟି ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ,୩୦ଟି କ୍ଲଷ୍ଟର ଓ ତିନିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୫ଶହ…

କେନ୍ୟୁଜ୍(ବ୍ୟୁରୋ): କୋଭିଡ ପରେ ଶରୀରରେ କେତେ ସୃଷ୍ଟି ହୋଇଛି ଆଣ୍ଟିବଡ଼ି। ପରୀକ୍ଷା ପାଇଁ ରାଜ୍ୟର ତିନିଟି ଜିଲ୍ଲାରେ ଆରମ୍ଭ ହୋଇଛି ସେରୋ ସର୍ଭେ। ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ କରିଛି ଆର୍‌ଏମଆର୍‌ସି ଦଳ। ୩୦ଟି କ୍ଲଷ୍ଟର ଓ ତିନିଟି ଜିଲ୍ଲା ମୁଖ୍ୟ…

ରାଜ୍ଯରେ କୋଭିଡ୍ ସ୍ଥିତିରେ ଅଧିକ ସୁଧାର ଆଣିବା ପାଇଁ ପଦକ୍ଷପ, ଆସନ୍ତା ଜାନୁଆରୀରେ କଟକ ଓ ଭୁବନେଶ୍ୱରରେ ହେବ ସେରୋ…

ଭୁବନେଶ୍ବର: ରାଜ୍ଯରେ କୋଭିଡ୍ ପରିସ୍ଥିତିକୁ ନଜରରେ ରଖି ଚଳିତ ମାସରେ ନୟାଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯିବ। ସେହିପରି ଜାନୁଆରୀରେ କଟକ ଓ ଭୁବନେଶ୍ୱରରେ ସେରୋ ସର୍ଭେ କରାଯିବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କୋଭିଡ୍…

ଆଜିଠୁ ୫ ତାରିଖ ପଯ୍ୟର୍ନ୍ତ କଟକ ସହରରେ ଚାଲିବ ସେରୋ ସର୍ଭେ, ଶରୀରରେ କେତେ ଆଣ୍ଟିବଡି ପ୍ରସ୍ତୁତ ହୋଇ ରହିଛି ତାହା…

କଟକ: ଆଜିଠୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ । କଟକ ବାସିନ୍ଦାଙ୍କ ଶରୀରରେ କରୋନାର ମୁକାବିଲା ପାଇଁ କେତେ ଆଣ୍ଟିବଡି ପ୍ରସ୍ତୁତ ହୋଇ ରହିଛି ତାହା ଅନୁଧ୍ୟାନ କରାଯିବ । ୫ ତାରିଖ ପଯ୍ୟର୍ନ୍ତ ଚାଲିବ ଏହି ସର୍ଭେ। ସହରର ୨୫ଟି ଓ୍ଵାର୍ଡରେ ସର୍ଭେ ହେବ । ପ୍ରତି ଓ୍ଵାର୍ଡରୁ ୭୦…

ଆଜିଠୁ ଭୁବନେଶ୍ୱରରେ ୩ୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ, ପାଖାପାଖି ୧୫୦୦ ଜଣଙ୍କ ଠାରୁ ସଂଗ୍ରହ କରାଯିବ ସାମ୍ପଲ୍

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୩ୟ ପର୍ଯ୍ୟାୟ ସେରୋ ସର୍ଭେ। RMRC ଓ BMCର ଟିମ୍‌ ମିଳିବ ଭାବେ ସର୍ଭେ କରିବେ। ଆଜିଠୁ ୧୮ ତାରିଖ ଯାଏ ଚାଲିବ ସର୍ଭେ। BMCର ୨୫ଟି ଓ୍ଵାର୍ଡରେ ସର୍ଭେ କରିବ ୫ଟି ଟିମ୍‌। ୧୫୦୦ ଜଣଙ୍କ ଠାରୁ ସାମ୍ପଲ ସଂଗ୍ରହ କରାଯିବ। କେତେ ପ୍ରତିଶତ…

ଗଜପତି ଜିଲ୍ଲାରୁ ଆସିଲା ସେରୋ ସର୍ଭେ ରିପୋର୍ଟ, ଜିଲ୍ଲାରେ ସର୍ବାଧିକ ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି

କେନ୍ୟୁଜ୍(ବ୍ୟୁରୋ):  ଗଜପତି ଜିଲ୍ଲାରୁ ଆସିଲା ସେରୋ ସର୍ଭେ ରିପୋର୍ଟ । ଗଜପତି ପାରଲାଖେମୁଣ୍ଡିରେ ସର୍ବାଧିକ ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ।  ସେରୋ ସର୍ଭେରୁ ଏହା ଜଣାପଡ଼ିଛି ବୋଲି ସାମ୍ବାଦିକ ସମ୍ମିଳନରେ ଆରଏମ୍‌ଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି  କହିଛନ୍ତି ।…

ଆସନ୍ତା କାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା କାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ। RMRCର ଟେକ୍ନିକାଲ ଓ ଭୁବନେଶ୍ୱର ମହାନଗର ନିଗମ(BMC)ର ପ୍ରଶାସନିକ ଅଧିକାରୀ ମିଳିତ ଭାବେ ଏହି ସର୍ଭେ କରିବେ ବୋଲି  ଜଣା ପଡିଛି।  ବିଏମସିର ୨୫ଟି ୱାର୍ଡରେ ୨ଟି ଗ୍ରୁପ୍-…