sero survey

ଶରୀରରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ଜଣା ପଡିବ,ଆଜିଠାରୁ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ

କେନ୍ୟୁଜ୍(ବ୍ୟୁରୋ):  ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ସେରୋ ସର୍ଭେ। ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ। ଏନେଇ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛି…

3 years ago

ଆସିଲା ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ, ଏହି ତିନି ଜିଲ୍ଲାରେ ସେରୋ ପଜିଟିଭିଟି ହାର ରହିଛି ୬୫.୧୨%

ଭୁବନେଶ୍ବର(କେନ୍ଯୁଜ୍): ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିଛି। ଏହି ତିନି ଜିଲ୍ଲାରେ ସେରୋ ପଜିଟିଭିଟି ହାର ୬୫.୧୨…

3 years ago

ସେରୋ ସର୍ଭେ ପରେ ଆଇସିଏମଆର ଡିଜିଙ୍କ ପରାମର୍ଶ, ପିଲାଙ୍କଠାରେ ରହିଛି ଅଧିକ ରୋଗ ପ୍ରତିରୋଧକ ଶକ୍ତି

ବିଶ୍ୱବିଦ୍ୟାଳୟ କି ମହାବିଦ୍ୟାଳୟ ନୁହେଁ । ପ୍ରଥମେ ଖୋଲୁ ପ୍ରାଥମିକ ବିଦ୍ୟାଳୟ । କାରଣ ପିଲାଙ୍କଠାରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଦେଶବ୍ୟାପୀ କରାଯାଇଥିବା ସେରୋ…

3 years ago

ତିନିଟି ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ,୩୦ଟି କ୍ଲଷ୍ଟର ଓ ତିନିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୫ଶହ ରକ୍ତନମୁନା ସଂଗ୍ରହ କରାଯିବ

କେନ୍ୟୁଜ୍(ବ୍ୟୁରୋ): କୋଭିଡ ପରେ ଶରୀରରେ କେତେ ସୃଷ୍ଟି ହୋଇଛି ଆଣ୍ଟିବଡ଼ି। ପରୀକ୍ଷା ପାଇଁ ରାଜ୍ୟର ତିନିଟି ଜିଲ୍ଲାରେ ଆରମ୍ଭ ହୋଇଛି ସେରୋ ସର୍ଭେ। ଗଞ୍ଜାମ, କୋରାପୁଟ ଓ…

3 years ago

ରାଜ୍ଯରେ କୋଭିଡ୍ ସ୍ଥିତିରେ ଅଧିକ ସୁଧାର ଆଣିବା ପାଇଁ ପଦକ୍ଷପ, ଆସନ୍ତା ଜାନୁଆରୀରେ କଟକ ଓ ଭୁବନେଶ୍ୱରରେ ହେବ ସେରୋ ସର୍ଭେ

ଭୁବନେଶ୍ବର: ରାଜ୍ଯରେ କୋଭିଡ୍ ପରିସ୍ଥିତିକୁ ନଜରରେ ରଖି ଚଳିତ ମାସରେ ନୟାଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯିବ। ସେହିପରି ଜାନୁଆରୀରେ କଟକ ଓ…

4 years ago

ଆଜିଠୁ ୫ ତାରିଖ ପଯ୍ୟର୍ନ୍ତ କଟକ ସହରରେ ଚାଲିବ ସେରୋ ସର୍ଭେ, ଶରୀରରେ କେତେ ଆଣ୍ଟିବଡି ପ୍ରସ୍ତୁତ ହୋଇ ରହିଛି ତାହା କରାଯିବ ଅନୁଧ୍ୟାନ

କଟକ: ଆଜିଠୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ । କଟକ ବାସିନ୍ଦାଙ୍କ ଶରୀରରେ କରୋନାର ମୁକାବିଲା ପାଇଁ କେତେ ଆଣ୍ଟିବଡି ପ୍ରସ୍ତୁତ ହୋଇ ରହିଛି…

4 years ago

ଆଜିଠୁ ଭୁବନେଶ୍ୱରରେ ୩ୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ, ପାଖାପାଖି ୧୫୦୦ ଜଣଙ୍କ ଠାରୁ ସଂଗ୍ରହ କରାଯିବ ସାମ୍ପଲ୍

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୩ୟ ପର୍ଯ୍ୟାୟ ସେରୋ ସର୍ଭେ। RMRC ଓ BMCର ଟିମ୍‌ ମିଳିବ ଭାବେ ସର୍ଭେ କରିବେ। ଆଜିଠୁ ୧୮ ତାରିଖ…

4 years ago

ଗଜପତି ଜିଲ୍ଲାରୁ ଆସିଲା ସେରୋ ସର୍ଭେ ରିପୋର୍ଟ, ଜିଲ୍ଲାରେ ସର୍ବାଧିକ ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି

କେନ୍ୟୁଜ୍(ବ୍ୟୁରୋ):  ଗଜପତି ଜିଲ୍ଲାରୁ ଆସିଲା ସେରୋ ସର୍ଭେ ରିପୋର୍ଟ । ଗଜପତି ପାରଲାଖେମୁଣ୍ଡିରେ ସର୍ବାଧିକ ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ।  ସେରୋ ସର୍ଭେରୁ ଏହା…

4 years ago

ଆସନ୍ତା କାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା କାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ। RMRCର ଟେକ୍ନିକାଲ ଓ ଭୁବନେଶ୍ୱର ମହାନଗର ନିଗମ(BMC)ର ପ୍ରଶାସନିକ ଅଧିକାରୀ ମିଳିତ…

4 years ago