ଗୋଟିଏ ସେଟ୍ଅପ ବକ୍ସରେ ମିଳିବ ବିଭିନ୍ନ କମ୍ପାନୀର ସେବା! ଖୁବ୍ଶୀଘ୍ର ଲାଗୁ ହେବ ନୂତନ ବ୍ୟବସ୍ଥା
ଏଣିକି ଗୋଟିଏ ସେଟ୍ଅପ ବକ୍ସରେ ଟିଭି ଚ୍ୟାନେଲ ବ୍ରଡ୍କାଷ୍ଟ କରୁଥିବା ଅଲଗା ଅଲଗା କମ୍ପାନୀର ସେବା ଉପଲବ୍ଧ ହୋଇପାରିବ। ସରକାର ଏହି ନୂତନ ବ୍ୟବସ୍ଥା ଖୁବ୍ଶୀଘ୍ର ଆଣିବାକୁ ଯାଉଛନ୍ତି। ସୋମବାର ଡିଜିଟାଲ ଟିଭି ବ୍ରଡ୍କାଷ୍ଟିଙ୍ଗ୍ ସେବା ପାଇଁ ସେଟ୍ଅପ ବକ୍ସ ଇଣ୍ଟରଅପରେବିଲିଟି ଉପରେ…