Browsing Tag

services

ଏଣିକି ଘରେ ବସି ପାଇପାରିବେ ସରକାରୀ ବ୍ୟାଙ୍କ ସୁବିଧା

ବହୁ ଶୀଘ୍ର ଦେଶର ସରକାରୀ ବ୍ୟାଙ୍କ ଗୁଡିକ ନିଜ ଗ୍ରାହକ ମାନଙ୍କୁ ନିଜ ଘରେ ବ୍ୟାଙ୍କିଂ ସୁବିଧା ଯୋଗାଇବେ । ଏହାର ସବୁଠୁ ଅଧିକ ଫାଇଦା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କୁ ହେବ । ଏହି ସୁବିଧା ଦ୍ୱାରା ଗ୍ରାହକ ମାନେ ଘରେ ଥାଇ ଟଙ୍କା ଜମା କରିବା ସହ ଟଙ୍କା ଉଠାଇ ମଧ୍ୟ ପାରିବେ । ସବୁ…