Browsing Tag

set fire

କଂସା,ପିତଳ ବୋଝେଇ ମିନି ଟ୍ରକକୁ ପୋଡିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ରେଢାଖୋଲ(କେନ୍ୟୁଜ୍): କଂସା,ପିତଳ,ଷ୍ଟିଲ ସାମଗ୍ରୀ ବୋଝେଇ ଏକ ମିନିଟ୍ରକରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବାର ଅଭିଯୋଗ। ରେଢ଼ାଖୋଲ ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା  କଇଥସାହିର ମସଜିଦ ପାଖରେ ଘଟିଛି ଏହି ଘଟଣା । ସୂଚନା ମୁତାବକ,  ଜଣେ ବ୍ୟବସାୟୀଙ୍କ ଏକ…

ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଜେସିବି

ବାଲିଗୁଡା(କେନ୍ୟୁଜ୍‌): ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଜେସିବି। କ. ନୂଆଗାଁ ଥାନା କଂଜାମେଣ୍ଡି ଛକ ନିକଟରେ ଚଳନ୍ତା ଗାଡିଟି ଜଳିଯାଇଛି। ବାଲିଗୁଡ଼ାରୁ କ.ନୂଆଗାଁ ରାସ୍ତା କାର୍ଯ୍ୟ ପାଇଁ ଯାଉଥିବା ସମୟରେ ହତାଠ୍‌ ଜଳିବାକୁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

ସୈତାନ ସ୍ୱାମୀର ନାରକୀୟ କାଣ୍ଡ : ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ଲଗାଇଦେଲା ନିଆଁ

ବରଗଡ଼ (କେନ୍ଯୁଜ୍): ସୈତାନ ସାଜିଲା ସ୍ୱାମୀ । ସ୍ତ୍ରୀର ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା । ଏଭଳି ଗୁରୁତର ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ବିରମାଲ ଗ୍ରାମରୁ । ଗୁରୁତର ମହିଳାଙ୍କୁ ପ୍ରଥମେ ଖେଦାପାଳି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ…

ହତ୍ଯା କରିବାକୁ ଆସି ବିଫଳ ହେବା ପରେ ଦୁର୍ବୃତ୍ତଙ୍କ ଉପଦ୍ରବ: କାର୍ ଓ କଣ୍ଟେନରରେ ନିଆଁ ଲଗାଇବା ସହ ଲୁଟି ନେଲେ…

ଜଳେଶ୍ବର: ହତ୍ଯା କରିବାକୁ ଆସି ବିଫଳ ହେବା ପରେ ଗାଡି ଉପରେ ରାଗ ଶୁଝାଇଲେ। ଗୋଟିଏ କାର ଏବଂ କଣ୍ଟେନରକୁ ନିଆଁ  ଲଗାଇ ଜାଳିଦେବା ସହ ଦେଢଲକ୍ଷ ଟଙ୍କାର ଜିନିଷ ଲୁଟିନେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ। ସୂଚନା ଅନୁଯାୟୀ,…

ନିଶାଶକ୍ତ ଅବସ୍ଥାରେ ଦୁଇଜଣ ସାଙ୍ଗଙ୍କ ଉନ୍ମତ୍ତକାଣ୍ଡ, ପେଟ୍ରେଲ ଢାଳି ସାଙ୍ଗକୁ ମରିଦେବାକୁ କଲେ ଉଦ୍ୟମ

ଜୀଅନ୍ତା ଜଳିଗଲେ ଯୁବକ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛାଇ ଗାଁରେ ଏହି ଅଘଟଣ ଘଟିଛି। ଖବରପାଇ ବେଲଗୁଣ୍ଠା ଦମକଳବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର…