‘ସୂର୍ଯ୍ୟବଂଶମ’ ଫିଲ୍ମ ବାରମ୍ବାର ଦେଖି ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇଗଲାଣି, ସେଟ୍ ମ୍ୟାକ୍ସକୁ ଚିଠି ଲେଖିଲେ…
ଅମିତାଭ ବଚ୍ଚନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ଲୋକେ ପସନ୍ଦ କରନ୍ତି। ତାଙ୍କର ନୂଆ, ପୁରୁଣା ଫିଲ୍ମ ଦେଖିବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ । ଏଥିମଧ୍ୟରୁ ଗୋଟେ ଫିଲ୍ମ ହେଉଛି ସୂର୍ଯ୍ୟବଂଶମ। ଏହି ଫିଲ୍ମ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏହି ଫିଲ୍ମ ସବୁବେଳେ ସେଟ୍ ମ୍ୟାକ୍ସରେ…