Browsing Tag

set playback speed

ହ୍ଵାଟସଆପ୍‌ ଆଣୁଛି ନୂଆ ଫିଚର, ଏଣିକି ବଦଳିବ ଅଡ଼ିଓ ମେସେଜ ପଠାଇବାର ଅନ୍ଦାଜ

ହ୍ଵାଟସଆପ୍‌ ଏହାର ଉପଭୋକ୍ତାମାନଙ୍କ ଚାଟିଂ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନୂଆ ନୂଆ ଫିଚର ଆଣିଥାଏ । ଏହା ସହିତ, କମ୍ପାନୀ ରୋଲ ଆଉଟ୍ ହେବାକୁ ଥିବା ଫିଚର ଗୁଡିକର ଉନ୍ନତି ଆଣିବା ପାଇଁ ସମୟ ସମୟରେ ଅପଡେଟ୍ ମଧ୍ୟ କରିଥାଏ । ଏହି ପର୍ଯ୍ୟାୟରେ କମ୍ପାନୀ ଭଏସ୍ ନୋଟର ପ୍ଲେକ୍ ସ୍ପିଡ୍ ସେଟ୍…