Browsing Tag

sevayat

କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ, ନୀତିରେ ବିଳମ୍ବ ହେଲେ ମିଳିବନି ପାଳିଆ ପୁରସ୍କାର

ପୁରୀ : ଶ୍ରୀମନ୍ଦିରରେ ନୀତି ସଂପାଦନାରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ନେଇ କଠୋର ହେଲା ମନ୍ଦିର ପ୍ରଶାସନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତ ନିଯୋଗକୁ ପତ୍ର ଲେଖିଛନ୍ତି। ସେବକ ମାନେ ଧାର୍ଯ୍ୟ ସମୟରେ ନୀତି ସଂପାଦନ ପାଇଁ ନିଯୋଗ ସେମାନଙ୍କ ପାଳିଆଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବେ।…

ତିନି ଜଣିଆ କମିଟିର ଜନ ଶୁଣାଣିକୁ ଶ୍ରୀମନ୍ଦିିର ସେବାୟତଙ୍କ ବିରୋଧ

ପୁରୀ : ତିନି ଜଣିଆ କମିଟିର ଜନ ଶୁଣାଣିକୁ ଶ୍ରୀମନ୍ଦିିର ସେବାୟତଙ୍କ ବିରୋଧ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ତିନି ଜଣିଆକମିଟି ଶ୍ରୀମନ୍ଦିର ସଂପର୍କରେ ଜନଶୁଣାଣି କରି ରିପୋର୍ଟ ଦେବେ । ଏହି କମିଟିର ଶୁଣାଣିକୁ ସେବାୟତ ବିରୋଧ କରୁଛନ୍ତି । ଏପରିକି ଏହାକୁ ବେଆଇନ୍‌ ବୋଲି କହିଛନ୍ତି…

ଶ୍ରୀଜୀଉଙ୍କ ଦର୍ଶନବେଳେ ଯୁବତୀଙ୍କୁ ଅସଦାଚାରଣ ଅଭିଯୋଗ : ସେବାୟତ ଗିରଫ

ପୁରୀ : ପୁଣି ବିବାଦରେ ଶ୍ରୀମନ୍ଦିର । ଶ୍ରୀଜୀଉଙ୍କ ଦର୍ଶନବେଳେ ଜଣେ ଯୁବତୀଙ୍କୁ ଜଣେ ସେବାୟତଙ୍କ ଅସଦାଚରଣ ଅଭିଯୋଗ ।ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସେବାୟତ ସନ୍ତୋଷ କାରଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବ୍ରହ୍ମପୁରର ଜଣେ ଯୁବତୀ ପରିବାର ସହ…