ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅତିଥି ସାଜିଲେ ମା’ ବିରଜାଙ୍କ ଅଂଗଲାଗି ସେବାୟତ ପ୍ରତିନିଧି ଦଳ
ଯାଜପୁର ଟାଉନ : କଥା ଦେଇ କଥା ରଖିଲେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନକୁ ଡାକି ବକେୟା ପାଉଣା ଦେଲେ ମହାମହିମ ରାଷ୍ଟ୍ରପତି । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅତିଥି ସାଜିଲେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଅଂଗଲାଗି ସେବାୟତ ପ୍ରତିନିଧି ଦଳ । …