Browsing Tag

Severe air pollution

ଅସମ୍ଭାଳ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ: ଆଜିଠୁ ସବୁ ସ୍କୁଲ ବନ୍ଦ, ଅନଲାଇନରେ ପାଠପଢା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଆଜି ଵି ଭୟଙ୍କର ପ୍ରଦୂଷଣରୁ ନିସ୍ତାର ନାହିଁ । କିଛି ସ୍ଥାନରେ ଏକ୍ୟୁଆଇ ରେକର୍ଡ ସ୍ତର ୫୦୦ ପାର କରିସାରିଲାଣି । ସ୍ଥିତିକୁ ନଜରରେ ରଖି ନୋଏଡା ଓ ଗୁରୁଗ୍ରାମ୍‌ରେ ଅନ୍‌ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍‌ୟୁରେ…

ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଗମ୍ଭୀର, AQI ପାଖାପାଖି ୩୦୦ !

ଚରମ ସୀମାରେ ଦିଲ୍ଲୀର ବାୟୁ ପ୍ରଦୂଷଣ । ଶୀତ ଆରମ୍ଭ ହେଉଣୁ ରାଜଧାନୀରେ ବିଷାକ୍ତ ବାୟୁ ଚିନ୍ତା ବଢ଼ାଇଲାଣି । ଗତ କିଛି ଦିନ ହେବ ଦିଲ୍ଲୀରେ AQI ସ୍ତର ଦ୍ରୁତ ଗତିରେ ବଢ଼ିଚାଲିଛି । ଦିଲ୍ଲୀ-ଏନ୍‌ସିଆର୍‌ର କିଛି ଅଞ୍ଚଳରେ AQI ୩୦୦ ଅତିକ୍ରମ କରିଛି । କ୍ରମାଗତ ଭାବେ ବାୟୁ ପ୍ରଦୂଷଣ ବଢ଼ି…

ଦୀପାବଳି ବଢ଼ାଇଲା ଟେନସନ୍‌, ଗୁରୁତର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ; ୪୦୦ ରେ ପହଞ୍ଚିଲା AQI

ନୂଆଦିଲ୍ଲୀ: ବିଷ ବଳୟରେ ଦିଲ୍ଲୀବାସୀ। AQI ରହିଛି ୪୦୦ ଉପରେ । ଅତ୍ୟନ୍ତ ଖରାପ ସ୍ତରରେ ରହିଛି ଦିଲ୍ଲୀ ପ୍ରଦୂଷଣ । ଟେନସନ୍ ବଢ଼ାଇଛି ଦୀପାବଳି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଦୀପାବଳିରେ ବହୁ ମାତ୍ରାରେ ବାଣ ଫୁଟାଇବା ଯୋଗୁ ଦିଲ୍ଲୀ ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ…

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ, ଦୁଇଦିନ ସ୍କୁଲ୍‌ ବନ୍ଦ କଲେ ସରକାର

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣ ଦିନକୁ ଦିନ ଖରାପ ହେବାରେ ଲାଗିଛି ।  ଅସମ୍ଭାଳ ଆଡକୁ ଯାଉଛି ସ୍ଥିତି । ଗତକାଲି ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ମାନ ୪୦୦ ସ୍ତର ଟପିଛି । ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି…