ଏହି ୫ଟି କାରଣରୁ ଶାରୀରିକ ସମ୍ପର୍କ ବେଳେ ମହିଳାମାନେ ହୋଇପାରନ୍ତିନି ସନ୍ତୁଷ୍ଟ
ଦାମ୍ପତ୍ୟ ଜୀବନରେ ଶାରୀରିକ ସମ୍ପର୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ କେତେକ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ସମ୍ବନ୍ଧ ବେଳେ ସନ୍ତୁଷ୍ଟ ହୋଇନଥାନ୍ତି। ଏନେଇ ସେମାନେ ଖୋଲାଖୋଲି କଥା ହୋଇପାରନ୍ତି ନାହିଁ ମାତ୍ର ଭିତରେ ଭିତରେ ଅସନ୍ତୋଷ ଜାହିର…