ଭୋଜପୁରୀ ଅଭିନେତ୍ରୀ ଗିରଫ, ସେକ୍ସ ର୍ୟାକେଟ ଚଲାଉଥିବା ବେଳେ ପୋଲିସ ଧରିଲା
ଗ୍ଲାମର ଦୁନିଆ ଦୂରରୁ ଯେତିକି ସୁନ୍ଦର ପାଖରୁ ସେତିକି ଅନ୍ଧାର । ଏଠାକୁ କ୍ୟାରିଅର ଗଢିବାକୁ ଆସୁଥିବା ଯୁବତୀମାନେ ସେକ୍ସ ର୍ୟାକେଟରେ ଫସି ନିଜ ଜୀବନକୁ ବାଜି ଲଗାଉଛନ୍ତି । ନିକଟରେ ଅଭିନେତ୍ରୀ ତଥା କାଷ୍ଟିଂ ଡାଇରେକ୍ଟର ଆରତୀ ମିତ୍ତଲକୁ ପୋଲିସ ସେକ୍ସ ର୍ୟାକେଟ ଚଲାଉଥିବା ଅଭିଯୋଗରେ…