Browsing Tag

sex racket busted

ଝାରସୁଗୁଡ଼ା ପଞ୍ଚପଡ଼ାର ଢାବାରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌, ୧୪ ଗ୍ରାହକ ଗିରଫ

ଝରସୁଗୁଡ଼ା(କେନ୍ୟୁଜ୍):  ଢାବାରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌। ଉଦ୍ଧାର ହେଲେ ୧୩ ଯୁବତୀ। ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ପଞ୍ଚପଡ଼ାର ଏକ ଢ଼ାବାରେ ସେକ୍ସ ର‍୍ୟାକେଟ ଚାଲୁଥିବା ଖବର ପାଇ ଚଢାଉ କରିଥିଲା ପୋଲିସ। ରେଡ୍‌ ବେଳେ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ। ଚଢ଼ାଉ ସମୟରେ…

ପୁଣି ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟ ଠାବ କଲା ଲିଙ୍ଗରାଜ ଥାନା ପୋଲିସ, ଏଜିଓ ନାଁରେ ଚାଲିଥିଲା ଦେହ ବେପାର

ଭୁବନେଶ୍ବର(କେନ୍ୟୁଜ୍): ବାହାରେ ଏନଜିଓ, ଭିତରେ ସେକ୍ସ ରାକେଟ। ପୁଣି ରାଜଧାନୀ ଭୁବନେଶ୍ବରରୁ ଏକ ସେକ୍ସ ରାକେଟ ଠାବ କଲା ଲିଙ୍ଗରାଜ ଥାନା ପୋଲିସ। ଏହି ଏନଜିଓଟି ଦୀର୍ଘ ଦିନ ହେବ ଚଳାଇଥିଲା ଦେହ ବେପାର। ଯାହାର ସୂଚନା ପାଇଁ ଆଜି ରେଡ୍ କରିଛି ଲିଙ୍ଗରାଜ ଥାନା ପୋଲିସ। ଓଲଡ୍ ଟାଉନର…

ପାର୍ବଣ ଋତୁରେ ରାଇରଙ୍ଗପୁର ସହରରେ ସକ୍ରିୟ ହେଇଛି ସେକ୍ସ ରାକେଟ ! ଚଢାଉ ବେଳେ ଉଦ୍ଧାର ହେଲେ ୨ ମହିଳା, ୩ ଯୁବକ ଗିରଫ

ରାଇରଙ୍ଗପୁର(କେନ୍ୟୁଜ୍) : ରାଜଧାନୀଠୁ ଆରମ୍ଭ କରି ପ୍ରାୟ ସବୁ ସହରରେ ଏବେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହେଉଛି । ରାଇରଙ୍ଗପୁର ସହରରେ ମଧ୍ୟ ସକ୍ରିୟ ହେଉଛି ସେକ୍ସ ରାକେଟ ! ସହରର ବିଭିନ୍ନ ହୋଟେଲ ଲଜ୍ ଗୁଡିକରେ ସେକ୍ସ କାରବାର ଚାଲି ଆସୁଥିବା ବେଳେ ପାର୍ବଣ ଋତୁରେ ପୋଲିସକୁ ଚକମା…

ଟାଉନରେ ଧରପଗଡ଼ ପରେ ଏବେ ଗାଁ ମୁହାଁ ଦେହବେପାରୀ, ଖୋର୍ଦ୍ଧା ଟାଙ୍ଗୀରେ ସେକ୍ସ ରାକେଟ ଉପରେ ରେଡ୍ କଲା ପୋଲିସ

ଟାଙ୍ଗୀ(କେନ୍ୟୁଜ୍):ସହରରେମାନଙ୍କରେ ସେକ୍ସ ରାକେଟ ଉପରେ ପୋଲିସ୍ ବ୍ୟାପକ ଧର ପଗଡ ଓ  ଚଡାଉ ପରେ ରାଣୀ ମହୁମାଛିମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ଗାଁ ଗହଳିର ବିବାହିତା ମହିଳା ଯୁବତୀ ମାନଙ୍କୁ ରାଣୀ ମହୁ ମାଛି ମାନେ ପ୍ରଲୋଭନ ଦେଖାଇ ସେକ୍ସ ରାକେଟରେ ନିୟୋଜିତ କରୁଛନ୍ତି । ଏଭଳି ଘଟଣା ଆଜି…

ଅନୁଗୁଳ ସହରରେ ହାଇପ୍ରୋଫାଇଲ ସେକ୍ସ ରାକେଟ୍‌ ଠାବ, କିଙ୍ଗ୍‌ପିନ୍‌ ସହ ଗ୍ରାହକ ସାଜିଥିବା ସହରର ପ୍ରତିଷ୍ଠିତ ବ୍ୟବସାୟୀ…

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ସହରରେ ଚାଲିଥିବା ହାଇପ୍ରୋଫାଇଲ ସେକ୍ସ ରାକେଟ୍‌ ଠାବ । ଘଟଣାରେ କିଙ୍ଗ୍‌ପିନ୍‌ କୁହାଯାଉଥିବା ଜଣେ ଦମ୍ପତିଙ୍କ ସମେତ ଗ୍ରାହକ ସାଜିଥିବା ସହରର ପ୍ରତିଷ୍ଠିତ ବ୍ୟବସାୟୀ ବାପପୁଅଙ୍କୁ ଗିରଫ କରାଯାଇଛି । ଏନେଇ ୨ଟି ପୃଥକ ମାମଲା ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ…

ବାହାରକୁ ହୋଟେଲ ଓ ଲଜ୍‌ ଆଉ ଭିତରେ ଚାଲିଥିଲା ସେକ୍ସ ରାକେଟ୍‌

ଝାରସୁଗୁଡ଼ା (କେନ୍ୟୁଜ୍‌) : ଝାରସୁଗୁଡ଼ା ସଦର ଥାନା ପଞ୍ଚପଡା ବାଇପାସ ଠାରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ୍‌ । ଏଠାରେ ଥିବା ଶିବ ଶକ୍ତି ଲଜ୍ ଏବଂ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ବିଶେଷ ସୁତ୍ରରୁ ଖବର ପାଇ ପୋଲିସ୍‌ ଚଢ଼ାଉ କରି ୨ଜଣ ଗ୍ରାହକ…

ଭୁବନେଶ୍ବର: ସଟ୍ ଡାଉନରେ ଚାଲିଥିଲା ଦେହ ବେପାର, ଜଣେ ଯୁବତୀ ସହ ୩ ଗ୍ରାହକଙ୍କୁ ଅଟକ ରଖିଲା ଲକ୍ଷ୍ମୀସାଗର ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):  ପୁଣି ରାଜଧାନୀରେ ସେକ୍ସ ରାକେଟ୍‌ ଠାବ । ଭୁବନେଶ୍ୱର ଏକ ଗେଷ୍ଟହାଉସ୍‌ରୁ ସେକ୍ସ ରାକେଟ୍‌ ଠାବ ହୋଇଛି । ଲକ୍ଷ୍ମୀସାଗର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ଗେଷ୍ଟ ହାଉସରେ ଚଢାଉ କରିଥିଲା। ଘଟଣା ସ୍ଥଳରୁ ଅସଂଜତ ଅବସ୍ଥାରେ ଗ୍ରାହକଙ୍କ  ସହ ଯୁବତୀମାନେ ଉଦ୍ଧାର…

କଟକ କଲେଜ ଛକ ଅମ୍ବିକା ରେସିଡେନ୍ସିରେ ସେକ୍ସ ରାକେଟ ଠବ: କିଙ୍ଗ ପିନ ଓ ଜଣେ ଗ୍ରାହକ ସହ ହୋଟେଲ ମ୍ଯାନେଜରକୁ ଅଟକ

କଟକ(କେନ୍ୟୁଜ୍):କଟକ କଲେଜ ଛକ ଅମ୍ବିକା ରେସିଡେନ୍ସିରେ ମାଲଗୋଦାମ ପୋଲିସ ଚଢ଼ାଉ କରି ଏକ ସେକ୍ସ ରାକେଟ ଠାବ କରିଛି। ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲା। ରେଡ଼ରେ ପୋଲିସ ଜଣେ ଦେହଜୀବୀ ସହିତ ସେକ୍ସ ରାକେଟ ଚଳାଉଥିବା ଜଣେ ମହିଳା କିଙ୍ଗ ପିନ ଓ ଜଣେ ଗ୍ରାହକଙ୍କ ସହିତ ହୋଟେଲ…

ଅର୍ଥ ଅଭାବରୁ ସେକ୍ସ ର‌୍ୟାକେଟରେ ପେଟ ପୋଷୁଥିଲେ ୨ ବଲିଉଡ଼ ଅଭିନେତ୍ରୀ, ଶେଷରେ ହେଲେ ଗିରଫ

ମୁମ୍ବାଇ(କେନ୍ୟୁଜ): ମୁମ୍ବାଇର ଥାନେ ସହରରେ ହାଇ ପ୍ରୋଫାଇଲ ସେକ୍ସ ର‌୍ୟାକେଟର ପର୍ଦାଫାଶ ହୋଇଛି । କ୍ରାଇମବାଞ୍ଚ ଟିମ ପକ୍ଷରୁ ଏହି ର‌୍ୟାକେଟକୁ ଧରାଯାଇଛି। ଏହି ର‌୍ୟାକେଟରେ ବଲିଉଡ଼ର ୨ ଅଭିନେତ୍ରୀ ସମତେ ୫ଜଣଙ୍କୁ ଗିରଫ କରାଯାଇଛି । ଏମାନେ ବଡ ଏଜେଣ୍ଟ ସହ ମିଶିଥିବାର ସୂଚନା ପୋଲିସ…

କଟକ ସହରରେ ପୁଣି ଧରା ହେଲା ସେକ୍ସ ରାକେଟ, ଘର ମାଲିକ ଓ ଜଣେ ମହିଳାଙ୍କ ସମେତ ଦୁଇ ଗ୍ରାହକଙ୍କୁ ଗିରଫ କଲା ପୋଲିସ

କଟକ(କେନ୍ୟୁଜ୍):  ଦୀର୍ଘ ଦିନ ପରେ କଟକ ସହରରେ ପୁଣି ଧରା ହେଲା ସେକ୍ସ ରାକେଟ। ଜନଗହଳିପୂର୍ଣ୍ଣ ଅଞ୍ଚଳ ରାଣୀହାଟ ଛକରେ ଥିବା ଏକ ଘରୁ ସେକ୍ସ ରାକେଟ ଠାବ କରିଛି ମଙ୍ଗଳାବାଗ ଥାନା ପୋଲିସ। ଦୁଇ ଜଣ ଗ୍ରାହକ, ଘର ମାଲିକ ଓ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ଘର ମାଲିକ ସୁକାନ୍ତ ନାୟକ ନିଜେ…

ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ବେହେରା ଗିରଫ

ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରସ୍ଥିତ ଭୁବନେଶ୍ୱର ପଳାସପଲ୍ଲୀ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ସମ୍ପାଦକ ସୁରେଶ ବେହେରାଙ୍କୁ ଆଜି କମିଶନରେଟ ପୋଲିସ ଗିରଫ କରିଛି । ଟ୍ରେନିଂ ସେଣ୍ଟରର ଜଣେ ଅନ୍ତେବାସିନୀଙ୍କ ସହ ଯୌନ ନିର୍ଯ୍ୟାତନା ମାମଲାର ମୁଖ୍ୟ ଅଭିଯୁକ୍ତ…

ଜଳେଶ୍ୱର : ହୋଟେଲରେ ଚାଲିଥିଲା ଦେହ ବେପାର, ୨ ମହିଳା ସହ ଗ୍ରାହକ ଏବଂ ମ୍ୟାନେଜର ଅଟକ

ଜଳେଶ୍ୱର (କେନ୍ୟୁଜ୍‌) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ସେକ୍ସ ରାକେଟ୍‌ ଠାବ। ଜଳେଶ୍ଵର ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ହୋଟେଲ ବେଆଇନ ଭାବରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ ରେ ଆଜି ଜଳେଶ୍ଵର ପୋଲିସ ହୋଟେଲ ଚଢଉ କରି ଜଣେ ଗ୍ରାହକ ଏବଂ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଏହା ସହ…