ପୁରୀ ବଳଗଣ୍ଡି ଛକ ନିକଟରେ ଏକ ଲଜରେ ସେକ୍ସ ରାକେଟ, ୨ ଯୁବତୀଙ୍କ ସମେତ ୪ଜଣଙ୍କୁ ଅଟକ ରଖିଛି ପୋଲିସ୍
ପୁରୀ: ପୁରୀ ବଳଗଣ୍ଡି ଛକ ନିକଟରେ ଏକ ଲଜରେ ସେକ୍ସ ରାକେଟ ଅଭିଯୋଗ ନେଇ ପୋଲିସର ଚଢ଼ାଉ। ୨ ଯୁବତୀଙ୍କୁ ଉଦ୍ଧାର କରାଯିବା ସମେତ ଜଣେ ଯୁବକ ଓ ଲଜର କେୟାର ଟେକରକୁ ମିଶାଇ ମୋଟ ୪ଜଣଙ୍କୁ ପୋଲିସ ଅଟକ ରଖିଛି।
ପୋଲିସର ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଉକ୍ତ ଲଜରେ ସେକ୍ସ ରାକେଟ ଚାଲୁଥିବା…