Browsing Tag

Sex workers

ହୋଟେଲରୁ ୪ ଯୁବକ ଓ ୩ ଯୁବତୀ ଉଦ୍ଧାର, ଅନୈତିକ କାର୍ଯ୍ୟରେ ଥିଲେ ଲିପ୍ତ

ଚାନ୍ଦବାଲି :  ହୋଟେଲରୁ ଦେହଜୀବୀ ଉଦ୍ଧାର। ଭଦ୍ରକ ଜିଲ୍ଲା ଧୁସୁରି ଥାନା ଆରଡ଼ି ଫାଣ୍ଡି ନିକଟରେ ଥିବା ହୋଟେଲ ରୟାଲ ପାଲେସ୍ ରେଡ କରି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ୪ ଜଣ ଯୁବକ ଓ ୩ ଜଣ ଯୁବତୀଙ୍କୁ ଧୁସୁରି ପୋଲିସ ଥାନାକୁ ଆଣି ଅଟକ ରଖିଛି । ରେଡ ସମୟରେ ମେଡିସିନ, କଣ୍ଡମ ମଧ୍ୟ ଜବତ…

ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ, ବ୍ୟବହାର ହେବ ଚୋରା ଚାଲାଣ ହୋଇଥିବା ପୀଡ଼ିତା ଶବ୍ଦ

ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ । ନିଜ ହ୍ୟାଣ୍ଡବୁକରୁ ଯୌନ କର୍ମୀ ଟର୍ମକୁ ହଟାଇଛନ୍ତି । ଏହାକୁ ସଂଶୋଧନ କରି ନୂଆ ଶବ୍ଦ ଆଣିଛନ୍ତି ସର୍ବୋଚ୍ଚ ଅଦାଲତ । ଏଣିକି ଯୌନ କର୍ମୀ ବଦଳରେ ବ୍ୟବହାର ହେବ ଚୋରା ଚାଲାଣ ହୋଇଥିବା ପୀଡ଼ିତା ଶବ୍ଦ ବ୍ୟବହାର ହେବ । ମାନବ ଚାଲାଣ ନିରୋଧୀ…

ଦେହଜୀବୀଙ୍କ ତାଲିକା ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ଦେଲେ ନିର୍ଦେଶ, ଜାଣନ୍ତୁ କାହଁକି

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦେହଜୀବୀମାନଙ୍କ ତାଲିକା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ | ଅଧିକାଂଶ ଦେହଜୀବୀଙ୍କ ପରିଚୟପତ୍ର ନଥିବାରୁ ସେମାନେ ରାସନ ପାଇବାରୁ ବଂଚିତ ହେଉଛନ୍ତି | ଜଷ୍ଟିସ ଏଲ ନାଗେଶ୍ୱର ରାଓ ଙ୍କ ଖଣ୍ଡପୀଠ କହିଛନ୍ତି ଯେ…

ମାଷ୍ଟର କ୍ୟାଣ୍ଟିନରେ ଦେହଜୀବୀଙ୍କ ଉତ୍ପାତ, ପଥର ମାଡ କରି ଭାଙ୍ଗିଲେ ପିସିଆର ଭ୍ୟାନ୍

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନରେ ଦେହଜୀବୀଙ୍କ ଉତ୍ପାତ । ଭାଙ୍ଗିଲେ ପିସିଆର ଭ୍ୟାନ । ଗତକାଲି ରାତି ୧୧ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ବସ ଟର୍ମିନାଲ ସମ୍ମୁଖରେ ଏକ ପୋଲିସ ପିସିଆର ଭ୍ୟାନ୍‌ ଭଙ୍ଗାରୁଜା କରିଥିବା ଜଣାପଡିଛି । ରାଜମହଲ ଛକରେ କେତେକ ଦେହଜୀବୀ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ…

ଭାରତବର୍ଷର ଏକମାତ୍ର ଏଭଳି ବ୍ୟାଙ୍କ, ଯିଏ କେବଳ ଯୌନ କର୍ମୀଙ୍କୁ ଯୋଗାଉଛି ଅର୍ଥନୈତିକ ସେବା

ପେଟର ଜ୍ୱାଳା ମେଣ୍ଟାଇବାକୁ ହଜାର ହଜାର ମହିଳା ନିଜ ପରିଚୟ ଲୁଚାଇ ସୋନାଗାଚ୍ଛିର ନିଷିଦ୍ଧ ପଲ୍ଲୀକୁ ନିଜ ଠିକଣା କରି ନେଇଛନ୍ତି। କିନ୍ତୁ ସେମାନଙ୍କ ନିକଟରେ କୌଣସି ସରକାରୀ ପରିଚୟ ପତ୍ର ନାହିଁ। ଏଣୁ ସେମାନେ ଯାହା ବି କିଛି ରୋଜଗାର କରନ୍ତି ତାହା ହଡପ ହୋଇଯାଏ। ଏଣୁ ଯୌନ କର୍ମୀଙ୍କୁ…

ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା ସହ ୫ କେଜି ରାସନ, କରୋନା ନ ସରିବା ଯାଏଁ ଜାରି ରହିବ ସହାୟତା

କରୋନା ସଂକ୍ରମଣ ଏବେ ବି ଦେଶରେ ଜାରି ରହିଛି। ଲକ୍‌ଡାଉନ୍‌ ଉଠିଥିଲେ ମଧ୍ୟ ଲୋକଙ୍କ ଜୀବନ ଯାତ୍ରା ସ୍ୱାଭାବିକ୍‌ ହୋଇନାହିଁ। କରୋନାର ପ୍ରଭାବ ଲୋକଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ଲୋକମାନେ ଏବେ ବି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଅନ୍ୟପଟେ ଦେହଜୀବୀଙ୍କ ଉପରେ ମଧ୍ୟ କରୋନାର…

ବେଙ୍ଗାଲୁର : କରୋନା କାଳରେ ବଞ୍ଚିବା ପାଇଁ ଯୈାନ କର୍ମୀଙ୍କ ନୂଆ କୈାଶଳ, ମୋବାଇଲ୍‌ ଆପ୍‌ ଓ ଇଣ୍ଟରନେଟ୍‌

ବେଙ୍ଗାଲୁର: ବଞ୍ଚିବାର ସବୁ ରାସ୍ତା ବନ୍ଦ ହୋଇଗଲେ ବ୍ୟକ୍ତି ବାଧ୍ୟହୁଏ ନିଜ ଇଚ୍ଛା ଓ ଆକାଂକ୍ଷାର ଗଳା ଚିପିବାକୁ । ବାଛି ନିଏ ଏପରି ରାସ୍ତା ଯେଉଁଠିକୁ ଥରେ ଗଲେ ଆଉ ଫେରି ହୁଏନି । ତଥାପି ସେ ବିବଶ ହୋଇଥାଏ ଆପଣେଇ ନେବାକୁ ଏହି କଳଙ୍କିତ ରାସ୍ତାକୁ । ଆସନ୍ତୁ ଜାଣିବା ଜୀବନ ଜୀବିକାର…