ସର୍ଭେ : ଭାରତୀୟ ମହିଳାଙ୍କ ସେକ୍ସ ଲାଇଫର ଚମତ୍କାରୀ ତଥ୍ୟ, ୧୫ ବର୍ଷ ବୟସ ଝିଅଙ୍କ ମଧ୍ୟରେ ସେକ୍ସ ଅନୁଭବ କରିବା…
ଭାରତୀୟଙ୍କ ସେକ୍ସ ଲାଇଫ ଉପରେ ନେସନାଲ ଫ୍ୟମିଲି ହେଲ୍ଥ ସର୍ଭେ-୫ ରେ ଏକ ଚମତ୍କାରୀ ତଥ୍ୟ ପ୍ରକାଶ ପାଇଛି । ଯେଉଁଠି ମହିଳାଙ୍କ ସେକ୍ସ ଲାଇଫ ସହିତ ଜଡିତ କିଛି ଚକିତ କଲାଭଳି ତଥ୍ୟ ଜଣାପଡିଛି । ସର୍ଭେ ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳା ଖୁବ ଶୀଘ୍ର ସେକ୍ସୁଆଲି ଆକ୍ଟିଭ ହୋଇଥାନ୍ତି ।…