ଯୌନ ନିର୍ଯାତନା: ପ୍ରଜ୍ଜ୍ୱଳଙ୍କ ଭାଇ ସୂରଜ ରେଭାନ୍ନା ଗିରଫ, ଯୁବ କାର୍ଯ୍ୟକର୍ତ୍ତା ଆଣିିଥିଲେ ଅଭିଯୋଗ
କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲରେ ଫସିଥିବା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନାଙ୍କୁ ପୋଲିସ ଗିରଫ କରିଛି । ଜେଡିଏସ୍ର ଜଣେ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ନେଇ ସୂରଜଙ୍କ ନାଁରେ ଅଭିଯୋଗ ହୋଇଛି । ଜେଡିଏସ୍ ଏମ୍ଏଲ୍ସି ସୂରଜ ଦଳର ଜଣେ ୨୭ ବର୍ଷୀୟ…