Browsing Tag

SFTS virus

କରୋନା ପରେ ଚୀନରେ ବ୍ୟାପୁଛି ଆଉ ଏକ ନୂଆ ଭାଇରସ, ସଂକ୍ରମଣ ଆଶଙ୍କାରେ ଜାରି ହେଲା ଆଲର୍ଟ

କରୋନା ସଙ୍କଟ ମଧ୍ୟରେ ଚୀନ‌ରୁ ଆସିଥିବା ଆଉ ଏକ ଖବର ପୁଣି ଥରେ ସାରା ବିଶ୍ୱକୁ ଭୟଭୀତ କରିଛି । ଚାଇନାରେ ଆଉ ଏକ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି । କରୋନା ପରେ ଚାଇନାରେ ଏକ ନୂତନ ଜୀବାଣୁ ବ୍ୟାପୁଛି ଯେଉଁ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରେ 7 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ଏବଂ…