Browsing Tag

Shadi Devi

ଆଶା ରହିଗଲା ଅଧୁରା, ସଡକ ଓ ବିଜୁଳି ଅପେକ୍ଷାରେ ଶେଷ ନିଶ୍ବାସ ତ୍ୟାଗ କଲେ ୧୧୦ ବର୍ଷିୟା ଏହି ଆଦର୍ଶ ମତଦାତା

କୁଲ୍ଲୁ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଶକ୍ତି-ମରୋଡ୍ ରେ ଆଜି ପର୍ଯ୍ୟନ୍ତ ନା ଯାଇଛି ସଡକ ନା ବିଜୁଳି ସେବା । ଗାଁର ବିକାଶ ପାଇଁ ପ୍ରତିଥର ଉତ୍ସାହର ସହିତ ମତଦାନ କରିଥାନ୍ତି ଗ୍ରାମବାସୀ । ସେମାନଙ୍କ ମଧ୍ୟରେ ସବୁଠାରୁ ବୟସ୍କା ମହିଳା ସାଢୀ ଦେବୀ ଅନ୍ୟତ୍ତମ । ଆଜି ଯାଏ ସେ ମତଦାନ କରିଆସୁଥିଲେ…