Browsing Tag

Shah Rukh Khan

୫୮ ବର୍ଷରେ କିଙ୍ଗ ଖାନ୍ : ମଧ୍ୟରାତ୍ରୀରେ ଜନ୍ମଦିନ ପାଳିଲେ ବଲିଉଡ୍ ବାଦଶାହା ଶାହାରୁଖ

(କେନ୍ୟୁଜ): ଆଜି କିଙ୍ଗ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଛନ୍ତି ଶାହାରୁଖ। ତଥାପି କମିନି ତାଙ୍କ କ୍ରେଜ। ଏବେ ବି ସେ ଯୁବପୀଢୀଙ୍କ ପାଇଁ ରୋମାନ୍ସ କିଙ୍ଗ । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ଫ୍ୟାନ। ନିଜର ନିଆରା ରୋମାଣ୍ଟିକ ଅନ୍ଦାଜ ପାଇଁ ସେ ପପୁଲାର। ପ୍ରତିବର୍ଷ…

ଶାହରୁଖଙ୍କୁ ହତ୍ୟା ଧମକ, ମିଳିଲା Y+ ସୁରକ୍ଷା

ବଲିଉଡର କିଙ୍ଗଖାନ୍‌ ଶାହରୁଖ ଖାନଙ୍କୁ ମିଳିଛି ହତ୍ୟା ଧମକ। ସେଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ମୁମ୍ବାଇ ପୋଲିସ ଶାହରୁଖ ଖାନଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଦେଇଛି । ଶାହରୁଖଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିବାରୁ ସୁରକ୍ଷା ବଢାଯାଇଛି । ଓ୍ଵାଇ…

ଶାହରୁଖଙ୍କ ‘ଜବାନ୍‌’ କଲା ନୂଆ ରେକର୍ଡ, ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଭାବେ ୩ ଦିନରେ ଆୟ କଲା ୨୦୦ କୋଟି ଟଙ୍କା

ଶାହରୁଖ ଖାନଙ୍କ ଫିଲ୍ମ ‘ଜବାନ୍‌’ ଭାରତୀୟ ବକ୍ସ ଅଫିସରେ ନୂଆ ବେଞ୍ଚ୍‌ମାର୍କ ସୃଷ୍ଟି କରୁଛି। ଓପ୍‌ନିଂ ଡେ’ରେ ରେକର୍ଡ ୭୫ କୋଟି ଟଙ୍କା ରୋଜଗାର କରି ହିନ୍ଦୀ ସିନେମା ଇତିହାସରେ ସର୍ବାଧିକ ସଂଗ୍ରହ କରିଥିବା ପ୍ରଥମ ଚଳଚ୍ଚିତ୍ର ହୋଇଛି। ରିଲିଜ୍‌ର ଦ୍ୱିତୀୟ ଦିନରେ ‘ଜବାନ୍‌’ ଦେଶ ଭିତରେ…

ସବୁଠି ‘ଜବାନ’ କ୍ରେଜ୍ : ହାଉସଫୁଲ ରହିଛି ସିନେମା ହଲ୍, ମିଳୁନି ଟିକେଟ୍

ଫଟାନର ଅପୂର୍ବ ସଫଳତା ପରେ ପରଦାକୁ ଆସୁଛି ଜବାନ। ସବୁଠି ଜବାନ କ୍ରେଜ୍। ଆଜି ରିଲିଜ ହୋଇଛି ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ । ଏଥିପାଇଁ ପ୍ରାୟ ସମସ୍ତ ହଲ୍ ରହିଛି ହାଉସଫୁଲ । କିଙ୍ଗଖାନ୍ଙ୍କ ପ୍ରଂଶସକ ଠାରୁ ଆରମ୍ଭ କରି ସିନେପ୍ରେମୀ ଯାଏଁ ସମସ୍ତେ ‘ଜବାନ'କୁ ବଡପରଦାରେ ଦେଖିବାକୁ…

ଫିଲ୍ମ ‘ଜବାନ’ ରିଲିଜ୍‌ ହେବା ପୂର୍ବରୁ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ ଶାହରୁଖ ଖାନ୍‌, ଭିଡିଓ ଭାଇରଲ

ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ୍ ତାଙ୍କ ଅପକମିଂ ଫିଲ୍ମ ‘ଜବାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଶାହରୁଖ୍ ଖାନ୍ ମଙ୍ଗଳବାର ରାତିରେ ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଆଶୀର୍ବାଦ ନେବା ପାଇଁ ପହଞ୍ଚିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।…

ଫିଲ୍ମ ଜବାନର ନୂଆ ଗୀତ ‘ଚଲେୟା ତେରୀ ଔର’ ରିଲିଜ, ନୟନତାରାଙ୍କ ସହିତ ପୁରୁଣା ଅବତାରରେ ନଜର ଆସିଲେ ଶାହରୁଖ

ଶାହରୁଖଙ୍କ ଅପକମିଂ ଫିଲ୍ମ ‘ଜବାନ’ର ନୂଆ ଗୀତ ‘ଚଲେୟା ତେରୀ ଔର’ ରିଲିଜ ହୋଇଛି । ଏହି ଗୀତରେ ଶାହରୁଖ ନୟନତାରାଙ୍କ ସହିତ ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି । ପୂର୍ବରୁ ଏହି ଫିଲ୍ମର ଗୀତ ଜିନ୍ଦା ବନ୍ଦା ରିଲିଜ ହୋଇଥିଲା । ଯାହା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା ।…

ଶାହାରୁଖଙ୍କ ବଙ୍ଗଳା ‘ମନ୍ନତ୍’ର ପାଚେରି ଡେଇଁ ଘରେ ପଶିଲେ ୨ଯୁବକ, ସୁରକ୍ଷା ବ୍ଯବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କର ଗୋଟିଏ ଝଲକ୍‌ ପାଇଁ ଫ୍ୟାନ୍‌ମାନେ ତାଙ୍କ ଘର ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥାନ୍ତି। ନିଜ ଦମ୍‌ଦାର ଆକ୍ଟିଂ ସହ ରୋମାନ୍ସ ପାଇଁ ଏହି ଆକ୍ଟର ପ୍ରସିଦ୍ଧ। ରୋମାଣ୍ଟିକ୍‌ ସିନ୍‌ରେ ଶାହାରୁଖ୍‌ଙ୍କ ଆକ୍ଟିଂ ଦେଖିଲେ ଯେ କେହି…

ରେକର୍ଡ କଲା ଶାହରୁଖଙ୍କ ଫିଲ୍ମ ‘ପଠାନ’, ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ

ବଲିଉଡର କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପଠାନ’ ରିଲିଜ ହୋଇଛି । ଅନେକ ବାଦ ବିବାଦ ପରେ ଫିଲ୍ମଟି ଶେଷରେ ରିଲିଜ ହୋଇଛି । ପ୍ରଥମ ଦିନରେ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି । ଏହି ଫିଲ୍ମ ‘କେଜିଏଫ୍-୨’ ଓ ‘ୱାର’ର ରେକର୍ଡ ଭାଙ୍ଗି ଦେଇଛି । ଦୀର୍ଘ ୪ ବର୍ଷ ପରେ କିଙ୍ଗ…

ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ, ସମ୍ପତ୍ତି ମୂଲ୍ୟ ଜାଣିଲେ ଉଡିଯିବ ହୋସ୍

ମୁମ୍ବାଇ: ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ । ଚତୁର୍ଥ ସ୍ଥାନରେ ଅଛନ୍ତି ଶାହାରୁଖ ଖାନ୍‌ । ତାଙ୍କ ପାଖରେ ରହିଛି ମୋଟ୍‌ ୭୭୦ ମିଲିୟନ୍‌ ଡଲାର ବା ୬ହଜାର ୨୫୯ କୋଟି ଟଙ୍କା ସମ୍ପତ୍ତି । ବିଶ୍ୱର ସବୁଠୁ ଧନୀ ଅଭିନେତା ତାଲିକାର ଶୀର୍ଷ ୧୦ ଜଣଙ୍କ ଭିତରେ କିଙ୍ଗ…

ଅଂଜଳିଙ୍କ ପରିବାର ସହ ଠିଆ ହେଲେ ଶାହାରୁଖ ଖାନ୍‌ , ମିର ଫାଉଣ୍ଡେସନରୁ ଯୋଗାଇଲେ ଆର୍ଥିକ ସହାୟତା

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଶାହାରୁଖ ଖାନ୍‌ କେବଳ ଜଣେ ଭଲ ଅଭିନେତା ନୁହଁନ୍ତି ତାଙ୍କର ଅନ୍ୟ କିଛି ଗୁଣ ରହିଛି । ସେ ନିଜର ମିର ଫାଉଣ୍ଡେସନ ଦ୍ୱାରା ଗରୀବ ଓ ନିହାତି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିଥାନ୍ତି । ନିକଟରେ ଶାହାରୁଖ ଦିଲ୍ଲୀ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା…

KRK ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ଶାହରୁଖ, ବେଶରମ ରଙ୍ଗ ଗୀତରେ ଦୀପିକାଙ୍କୁ କରିଛନ୍ତି କଟାକ୍ଷ

ବଲିଉଡରେ ଫିଲ୍ମ ରିଭ୍ୟୁ ଏବଂ ଫାଲତୁ କମେଣ୍ଟ ଦେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କମାଲ ରାଶିଦ ଖାନ ଅର୍ଥାତ୍‌ କେଆରକେ । ଏବେ ପୁଣି ଫିଲ୍ମ ‘ପଠାନ’କୁ ନେଇ ବିବାଦରେ ଫସିଛନ୍ତି କେଆରକେ । ଫିଲ୍ମ ‘ପଠାନ’ର ହିରୋ ଶାହରୁଖ ଖାନ କେଆରକେଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ…

ଫିଲ୍ମ ‘ପଠାନ’ର ବିକନୀ ବିବାଦରେ ମୁହଁ ଖୋଲିଲେ ଅଭିନେତ୍ରୀ ଆଶା ପାରେଖ, କହିଲେ ଆମ ଚିନ୍ତାଧାରା ହୀନ ହୋଇଗଲାଣି

ଶାହରୁଖଙ୍କ ଫିଲ୍ମ ‘ପଠାନ’ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି। ଫିଲ୍ମର ଗୀତ ବେଶରମ ରଙ୍ଗକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ । ଏହି ଗୀତରେ ଦୀପିକା ପାଦୁକୋନଙ୍କ କେଶରୀ ରଙ୍ଗର ବିକନୀ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ କେତେକ ହିନ୍ଦୁ ସଂଗଠନ ଆପତ୍ତି କରିଛନ୍ତି। ଏହାକୁ…